ଜାଲରେ ପଡ଼ିଲା ୬ ଫୁଟର ରଣା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 14, 2019

ଜାଲରେ ପଡ଼ିଲା ୬ ଫୁଟର ରଣା

ଉଦଳା (ମାନସ ପାଣି): ମୟୂରଭଞ୍ଜ ଜିଲ୍ଲା ଉଦଳା ବନାଞ୍ଚଳ ଅଧୀନ ବିଶିପୁର କାଦୁସାହିରୁ ଏକ ୬ ଫୁଟ ଲମ୍ବର ରଣାସାପ ଉଦ୍ଧାର କରାଯାଇଛି। ସାପଟି ଗାଁର ଜଗନ୍ନାଥ ହେମ୍ବ୍ରମଙ୍କ ଘର ବାଡ଼ିରେ ଏକ ଜାଲରେ ଛନ୍ଦି ହୋଇଯାଇଥିଲା। ପରିବାର ଲୋକେ ଏହାକୁ ଦେଖି ବନ ବିଭାଗକୁ ଖବର ଦେଇଥିଲେ। ଫରେଷ୍ଟର ଓ ସ୍ନେକ ହେଲ୍ପ ଲାଇନ୍‌ ସଦସ୍ୟ ପହଞ୍ଚି ସାପଟିକ ଉଦ୍ଧାର କରିଥିଲେ। ପରେ ଏହାକୁ ଜଙ୍ଗଲରେ ଛାଡ଼ି ଦିଆଯାଇଥିଲା।



from Odisha Reporter https://ift.tt/2VKNruX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages