କଖାରୁ ମଲାଇ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 13, 2019

କଖାରୁ ମଲାଇ

ଆବଶ୍ୟକ ସାମଗ୍ରୀ: କଖାରୁ, ଅରୁଆ ଚାଉଳ, ଗୁଜୁରାତି ଗୁଣ୍ଡ, କାଜୁ, କିସ୍‌ମିସ୍, ଚିନି, ଲୁଣ ଓ ତେଲ।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ କଖାରୁକୁ କୋରି ଦିଅନ୍ତୁ। ସେହିପରି ଅରୁଆ ଚାଉଳକୁ ଭାଜି ଗୁଣ୍ଡ କରି ଦିଅନ୍ତୁ। ଏବେ କଡ଼େଇରେ ଅଳ୍ପ ତେଲ ଗରମ କରି କାଜୁ ଓ କିସ୍‌ମିସ୍‌ ଭାଜି ଦିଅନ୍ତୁ। ତା’ପରେ କଡ଼େଇରେ ପୁଣି ଥରେ ତେଲ ଗରମ କରି ଗୁଜୁରାତି ଗୁଣ୍ଡ ପକାନ୍ତୁ ଓ ଏହା ପରେ କ୍ଷୀର ପକାଇ ଫୁଟାନ୍ତୁ। କ୍ଷୀର ଫୁଟିବା ପରେ କଖାରୁ କୋରା ପକାଇ ଭଲ ଭାବେ ଗୋଳାନ୍ତୁ। ସେଥିରେ ଚିନି ଓ ସ୍ୱାଦ ଅନୁସାରେ ଲୁଣ ପକାଇ ଭଲ ଭାବେ ଫୁଟାନ୍ତୁ। କଖାରୁ ସିଝି ଯିବା ପରେ ଭଜା ଚାଉଳ ଗୁଣ୍ଡ ଓ ଭଜା କାଜୁ ଏବଂ କିସ୍‌ମିସ୍‌ ପକାଇ ଘାଣ୍ଟନ୍ତୁ। ଏହା ପରେ କ୍ଷୀର ମରିଯିବା ପରେ ଗୁଜୁରାତି ଗୁଣ୍ଡ ପକାଇ ଚୁଲି ବନ୍ଦ କରି ଦିଅନ୍ତୁ। ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ସ୍ୱାଦିଷ୍ଟ ‘କଖାରୁ ମଲାଇ’।



from Odisha Reporter https://ift.tt/35qWG89

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages