ଦୀପାବଳିରେ ପପୁ ଓ ଲିପୁ ଦୁଇ ସାଙ୍ଗଙ୍କର ଦେଖା ହେଲା। ଲିପୁକୁ ଦୀପାବଳି ବୋନସ୍ ମିଳିଛି ସେ ଭାରି ଖୁସି। ଲିପୁକୁ ଦେଖି ପପୁ ପଚାରିଲା..
ପପୁ : ଆରେ ଲିପୁ.. ତୋତେ ଦୀପାବଳି ବୋନସ୍ ମିଳିଛି ?
ଲିପୁ : ହଁ ଆମ ଅଫିସରେ ବୋନସ୍ ଓ ମିଠା ମିଳିଲା..ତୋତେ କ’ଣ ମିଳିଛି ?
ପପୁ : ମୁଁ ତ ବେକାରୀ, ମୋତେ ଘର ସଫା କରିବା କାମ ମିଳିଛି।
from Odisha Reporter https://ift.tt/2BMi7mB
No comments:
Post a Comment