ବଢ଼ୁଛି ବାଲିମେଳା ଜଳଭଣ୍ଡାରର ଜଳସ୍ତର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 15, 2019

ବଢ଼ୁଛି ବାଲିମେଳା ଜଳଭଣ୍ଡାରର ଜଳସ୍ତର

ଚିତ୍ରକୋଣ୍ଡା( ରତ୍ନାକର ପ୍ରଧାନ): ବାଲିମେଳା ଜଳଭଣ୍ଡାରର ଜଳସ୍ତର ଏବେ ବିପଦ ସଙ୍କେତ ପାଖାପାଖି ରହିଛି।  ତେଣୁ ଭୟ ଓ ଆଶଙ୍କାରେ ରହିଛନ୍ତି ସ୍ୱାଭିମାନ ଅଞ୍ଚଳବାସୀ।

ବାଲିମେଳା ଜଳଭଣ୍ଡାର ଜଳ ଧାରଣ କ୍ଷମତା ସର୍ବନିମ୍ନ ୧୫୧୪ଫୁଟରୁ ସର୍ବୋଚ୍ଚ୧୫୧୬ଫୁଟ ରହିଥାଏ। ବର୍ତ୍ତମାନ ଏହା ୧୫୧୫ ଫୁଟ ଉଚ୍ଚତାକୁ ଛୁଇଁଛି। ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଇଥିବାରୁ  ସ୍ୱାଭିମାନ ଅଂଚଳରେ ଥିବା ଗୁରୁପ୍ରିୟା ସେତୁର ବେରିଙ୍ଗ ଓ ସ୍ଲାବ ପାଣି ଛୁଇଁବାର ସମ୍ଭାବନା ଦେଖାଦେଇଛି । ଜଳସ୍ତର ନ କମିଲେ  ଗୁରୁପ୍ରିୟା ସେତୁର ବେରିଙ୍ଗରେ ପାଣି ପଶି ବେରିଙ୍ଗ ନଷ୍ଟ ହେବା ସହ ସେତୁର ସୁରକ୍ଷା ନେଇ ଆଶଙ୍କା ଦେଖାଦେବ । ଅନ୍ୟପଟେ  ଜମିରେ ପାଣି ପଶି ଫସଲ ନଷ୍ଟ ହେବା ସହ ନଦୀ କୂଳିଆ ଘରେ ପାଣି ପଶିଛି ଓ ଜାନବାଇଠାରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ମଧ୍ୟ ପାଣି ପଶିଥିବା ଦେଖିବାକୁ ମିଳିଛି ।



from Odisha Reporter https://ift.tt/2ISjxj8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages