ମହାରାଷ୍ଟ୍ର: ପଛରେ ପଡ଼ିଲେ ବିଜେପିର ୫ ଜଣ ମନ୍ତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 23, 2019

ମହାରାଷ୍ଟ୍ର: ପଛରେ ପଡ଼ିଲେ ବିଜେପିର ୫ ଜଣ ମନ୍ତ୍ରୀ

ମୁମ୍ବାଇ: ମହାରାଷ୍ଟ୍ରରେ ବିଜେପି ସରକାର ଗଠନ କରିବାକୁ ଯାଉଛି। ହେଲେ ମହାରାଷ୍ଟ୍ର ସରକାରରେ ମନ୍ତ୍ରୀ ଥିବା ବିଜେପିର ୫ ଜଣ ସଦସ୍ୟ ଏବେ ପଛରେ ପଡ଼ିଯାଇଛନ୍ତି। ଯାହା ଦଳକୁ ଏକ ଶକ୍ତ ଝଟକା ସଦୃଶ ହୋଇଛି।

ପଛରେ ପଡ଼ିଥିବା ବିଜେପି ମନ୍ତ୍ରୀମାନେ ହେଲେ ପଙ୍କଜା ମୁଣ୍ଡେ(ପର୍ଲି), ରାମ ସିନ୍ଧେ(କରଜାତ ଜାମଖେଡ), ଅତୁଲ ସେଭ(ଔରଙ୍ଗାବାଦ), ବାଲା ଭେଗଡ଼େ(ମାଭଲା) ଓ ମଦନ ଏରାୱର(ୟଭତମାଲ)। ବର୍ତ୍ତମାନର ଟ୍ରେଣ୍ଡ ଅନୁଯାୟୀ ଏହି ମନ୍ତ୍ରୀମାନେ ପଛରେ ପଡ଼ିଛନ୍ତି।



from Odisha Reporter https://ift.tt/2Pd99qg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages