ଶୋଇଥିବାବେଳେ ୭ ଜଣଙ୍କ ଉପରେ ମାଡ଼ିଗଲା ବସ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, October 10, 2019

ଶୋଇଥିବାବେଳେ ୭ ଜଣଙ୍କ ଉପରେ ମାଡ଼ିଗଲା ବସ୍

ବୁଲନ୍ଦସହର, ୟୁପି: ରାସ୍ତା କଡ଼ରେ ଶୋଇଥିବା ବେଳେ ଆଜି ସକାଳେ ୭ ଜଣଙ୍କ ଉପରେ ଚଢ଼ିଯାଇଛି ଏକ ଘରୋଇ ବସ୍। ଉତ୍ତର ପ୍ରଦେଶର ବୁଲନ୍ଦ ସହର ଜିଲ୍ଲାର ଗଙ୍ଗଘଟରେ ଏଭଳି ଅଭାବନୀୟ ଘଟଣା ଘଟିଛି। ବସ୍ ଡ୍ରାଇଭର ଏବେ ଫେରାର ରହିଥିବା ବେଳେ ମୃତକଙ୍କୁ ଶବ ବ୍ୟବଛେଦ କରିବା ପାଇଁ ପଠାଯାଇଛି। ଘଟଣାସ୍ଥଳରେ ପୁଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ମୃତକଙ୍କ ମଧ୍ୟରେ ୪ ଜଣ ମହିଳା ଥିବାବେଳେ ୩ ଜଣ ଛୋଟ ଛୁଆ ରହିଥିଲେ। ଏମାନେ ସମସ୍ତେ ଉତ୍ତର ପ୍ରଦେଶର ହଥରାସ ବାସିନ୍ଦା। ଗଙ୍ଗା ନଦୀରେ ବୁଡ଼ ପକାଇବା ପାଇଁ ନରଉର ଘାଟକୁ ଆସିଥିଲେ। ଘରକୁ ଫେରିବା ପୂର୍ବରୁ ବୁଲନ୍ଦ ସହର ଗଙ୍ଗଘଟରେ ଏମାନେ ରାସ୍ତା କଡ଼ରେ ବିଶ୍ରାମ ନେବାକୁ ଯାଇ ଶୋଇ ପଡ଼ିଥିଲେ।



from Odisha Reporter https://ift.tt/33iADP5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages