ଆଜିଠାରୁ ଗଜଲକ୍ଷ୍ମୀ ପୂଜା ଆରମ୍ଭ; ସଜେଇ ହୋଇଛି ଢେଙ୍କାନାଳ ସହର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, October 12, 2019

ଆଜିଠାରୁ ଗଜଲକ୍ଷ୍ମୀ ପୂଜା ଆରମ୍ଭ; ସଜେଇ ହୋଇଛି ଢେଙ୍କାନାଳ ସହର

ଢେଙ୍କାନାଳ(ରାଜଶ୍ରୀ ଶତପଥୀ): ଆଜି କୁମାର ପୂର୍ଣ୍ଣିମା ଏବଂ ଆଜିଠାରୁ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ଆରମ୍ଭ ହେଉଛି। ଏଥିପାଇଁ ଢେଙ୍କାନାଳ ସହର ସଜେଇ ହୋଇଛି। ଏଥର ଢେଙ୍କାନାଳର ମିଳିତ ବଜାର ପୂଜା କମିଟିରେ ୩୮ଟି ପୂଜା ମଣ୍ଡପରେ ମୃଣ୍ମୟୀ ମୂର୍ତ୍ତି  ମା’ ଲକ୍ଷ୍ମୀ ପୂଜା ପାଇବେ।

୧୧ ଦିନ ଧରି ହେବାକୁ ଥିବା ଏହି ପୂଜାର ଉସାଣ ଉତ୍ସବ ୨୪ ତାରିଖରେ ଅନୁଷ୍ଠିତ ହେବ। ଏଥର ପୂଜାରେ ୪ଟି ବଜାରର ଚାନ୍ଦି ମେଢ, ସୁଉଚ୍ଚ କପଡ଼ା ର୍ନିମିତ ତୋରଣ, ଆଲୋକ ସାଜସଜା ସହିତ ପ୍ରଥମ ଥର ଆୟୋଜିତ ହେଉଥିବା ସରସ ମେଳା ଲୋକଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିବ।

ଶାନ୍ତିଶୃଙ୍ଖଳାର ସହିତ ପୂଜା ସମାପନ ପାଇଁ ପୁଲିସ୍ ଓ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯିବା ସହିତ ଶାନ୍ତି କମିଟିର ଆୟୋଜନ କରାଯାଇଛି।



from Odisha Reporter https://ift.tt/2MO8p8n

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages