ଟିପ୍ପର ପଛପଟେ ପିଟି ହେଲା ସ୍କୁଟି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 28, 2019

ଟିପ୍ପର ପଛପଟେ ପିଟି ହେଲା ସ୍କୁଟି

ଲମତାପୁଟ(ଜଗତ ଜୀବନ କଚମି): କୋରାପୁଟ ଜିଲ୍ଲା ମାଛକୁଣ୍ଡ ଥାନା ଅନ୍ତର୍ଗତ କାଞ୍ଚନା ନିକଟରେ ଏକ ଚିପ୍ସ ବୋଝେଇ ଟିପ୍ପର  ପଛପଟେ ସ୍କୁଟି ପିଟି ହେବାରୁ ଦୁଇ ଯୁବକ ଗୁରୁତର  ହୋଇଛନ୍ତି। ସେମାନେ ପଡୁଆ ଅଞ୍ଚଳର। ସେମାନଙ୍କ ପରିଚୟ ମିଳିପାରି ନାହିଁ।

ଆଜି ସକାଳେ ଗୁରୁତର ଯୁବକଦ୍ୱୟ ପରୀକ୍ଷା ଦେବାକୁ ପଡ଼ୁଆରୁ ଏକ ସ୍କୁଟିରେ ଜୟପୁର ଯାଉଥିଲେ। ଏହି ସମୟରେ କଞ୍ଜନା ନିକଟରେ ଏକ ଚିପ୍‌ସ  ବୋଝେଇ ଟିପ୍ପର ପଛପଟେ ସେମାନଙ୍କ ସ୍କୁଟି ପିଟି ହୋଇଯାଇଥିଲା।  ଫଳରେ ସ୍କୁଟିରେ ଥିବା ଦୁଇ  ଯୁବକ ଗୁରୁତର ହୋଇଥିଲେ। ଗୁରୁତରଦ୍ୱୟଙ୍କୁ ଲମତାପୁଟସ୍ଥିତ ଆଶାକିରଣ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। କୁହୁଡ଼ି ଯୋଗୁ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି।



from Odisha Reporter https://ift.tt/2XVvpY0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages