ବଲାଙ୍ଗିର (ମନୋରଞ୍ଜନ ଯୋଶୀ): ବଲାଙ୍ଗିର ଦେଓଗାଁ ବ୍ଳକ ଖଇରଗୁଡାଠାରେ ଆଦିବାସୀଙ୍କ ପ୍ରସିଦ୍ଧ ଶୁଲିଆ ଯାତ୍ରା ଆରମ୍ଭ ହୋଇଛି। କଟକଣା ସତ୍ତ୍ୱେ ପଶୁ ବଳିରେ ରକ୍ତରଞ୍ଜିତ ହୋଇଛି ବଡ଼ଖଳା ଓ ସାନଖଳା। ଦେଓଗାଁ ଖଇରଗୁରାର ବଡ଼ଖଳା ଓ କୁମୁରିଆର ସାନଖଳାରେ ବଳି ପଡ଼ିଛି।
ନିୟମ ଅନୁସାରେ, ପ୍ରଥମେ ପାଟ ବୋଦାକୁ ପୂଜାର୍ଚ୍ଚନା କରି ବଳି ପକାଯାଇଥିଲା। ଏହାପରେ ଶହଶହ ମାନସିକଧାରୀ ନିଜେ ଆଣିଥିବା ପଶୁ ପକ୍ଷୀଙ୍କୁ ବଳି ପକାଇଥିଲେ। ଚଳିତ ବର୍ଷ ତିନି ଦିନି ପାଇଁ ଏହି ଯାତ୍ରା ଚାଲିବ ।
from Odisha Reporter https://ift.tt/2Fa1u5G
No comments:
Post a Comment