ଚୋରି ହୋଇଗଲା ୩୭ଟି ମେଣ୍ଢା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 15, 2019

ଚୋରି ହୋଇଗଲା ୩୭ଟି ମେଣ୍ଢା

ବାଙ୍କୀ (ସଞ୍ଜୀପ ନାୟକ): ଗୋଟିଏ ଗାଁରୁ ଗୋଟିଏ ରାତିରେ ୩୭ଟି ମେଣ୍ଢା ଚୋରି କରିନେଲେ ଦୁର୍ବୃତ୍ତ। ଏପରି ଅଭିଯୋଗ ‌ଆସିଛି କଟକ ଜିଲ୍ଲା ବାଙ୍କୀ ବ୍ଲକର ଗୋପାଳପୁର ଗାଁରୁ।

ଅଭିଯୋଗ ଅନୁସାରେ, ଗତକାଲି  ବିଳମ୍ବିତ ରାତିରେ ମେଣ୍ଢା ଚାଷୀ ସୁରେଶ ବେହେରାଙ୍କ ଗୁହାଳରୁ ୩୭ ମେଣ୍ଢା କେହି ଦୁର୍ବୃତ୍ତ ଚୋରି କରି ନେଇଯାଇଛନ୍ତି। ଆଜି ସକାଳେ ସୁରେଶ ଗୁହାଳରେ ୩୭ ମେଣ୍ଢା ନଥିବା  ଦେଖିଥିଲେ। ଏନେଇ ସେ ଆଜି  ବାଙ୍କୀ ଥାନାରେ ଅଭିଯୋଗ କରିଥିଲେ। ଏତେ ପରିମାଣର ମେଣ୍ଢା କିପରି ଚୋରି ହେଲା, ସେ ନେଇ ପୁଲିସ୍ ଖୋଳତାଡ଼ କରୁଛି।

 



from Odisha Reporter https://ift.tt/34skqHn

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages