ଭଗବାନ ଜାଣନ୍ତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, December 13, 2019

ଭଗବାନ ଜାଣନ୍ତି

ସ୍ୱାମୀ ସ୍ତ୍ରୀକୁ ଗତ ମାସରେ କରିଥିବା ଖର୍ଚ୍ଚର ହିସାବ ମାଗିଲେ। ସ୍ତ୍ରୀ ହିସାବ ଲେଖିବା ଆରମ୍ଭ କଲେ। ମଝି ମଝିରେ ସେ  ଭ.ଜା.କୁ.ଗ- ୫୦୦ ଟଙ୍କା, ଭ.ଜା.କୁ.ଗ- ୯୦୦ ଟଙ୍କା ଏମିତି କିଛି ଲେଖିବାରେ ଲାଗିଲେ ।

ସ୍ୱାମୀ- ଏ ଭ.ଜା.କୁ.ଗ କ’ଣ?

ସ୍ତ୍ରୀ- ଭଗବାନ୍‌ ଜାଣନ୍ତି କୁଆଡ଼େ ଗଲା।

 

 

 

 



from Odisha Reporter https://ift.tt/2PkCcb2

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages