ସିଦ୍ଧରମୈୟାଙ୍କୁ ମାଙ୍ଗାଲୁରୁ ମନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, December 20, 2019

ସିଦ୍ଧରମୈୟାଙ୍କୁ ମାଙ୍ଗାଲୁରୁ ମନା

ବେଙ୍ଗାଲୁରୁ: ପୂର୍ବତନ କର୍ଣ୍ଣାଟକା ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ସିଦ୍ଧରମୈୟାଙ୍କୁ ମେଙ୍ଗାଲୁରୁ ଯିବାକୁ ମନା କରିଛି ପୁଲିସ୍‌। ଗୁରୁବାର ଏଠାରେ ସିଏଏକୁ ବିରୋଧ କରି ଘଟିଥିବା ହିଂସାକାଣ୍ଡରେ ୨ ଜଣଙ୍କ ମୃତ୍ୟୁ ଘଟିଥିଲା। ପୁଲିସ୍‌ ସିଏଏକୁ ବିରୋଧ କରୁଥିବା ଲୋକଙ୍କ ଉପରେ ଗୁଳି ଚଳାଇବାରୁ ଏଭଳି ଘଟଣା ଘଟିଥିବା ଅଭିଯୋଗ ହୋଇଛି।

ଏବେ ବି ମାଙ୍ଗାଲୁରୁରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି। ତେବେ ସ୍ଥିତି ପରଖିବାକୁ ସିଦ୍ଧରମୈୟା ମାଙ୍ଗାଲୁରୁ ଯିବାକୁ ଚାହୁଁଥିଲେ। ହେଲେ ଆଜି ସକାଳୁ ପୁଲିସ ତାଙ୍କ ଗସ୍ତ ଉପରେ ରୋକ ଲଗାଇଛି। ସେ ମାଙ୍ଗାଲୁରୁ ଗଲେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି। ଏହି କାରଣରୁ ମାଙ୍ଗାଲୁରୁ ପୁଲିସ୍‌ ସିଦ୍ଧରମୈୟାଙ୍କୁ ସେଠାକୁ ଯିବାକୁ ବାରଣ କରିଛି। ଏନେଇ ଖୋଦ ପୁଲିସ୍ କମିଶନର ହିଁ ସିଦ୍ଧରମୈୟାଙ୍କୁ ନୋଟିସ ଜାରି କରାଯାଇଛି।



from Odisha Reporter https://ift.tt/2EGcRlW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages