ଜଙ୍ଗଲ ଛାଡ଼ି କଲେଜରେ ବୁଲିଲେ ଭାଲୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, January 3, 2020

ଜଙ୍ଗଲ ଛାଡ଼ି କଲେଜରେ ବୁଲିଲେ ଭାଲୁ

ନୂଆପଡ଼ା(ମାୟାଧର ସରାଫ): ନୂଆପଡ଼ା ସଦର ମହକୁମାସ୍ଥିତ ନ୍ୟାସନାଲ୍ କଲେଜ ପରିସରରେ ଗତକାଲି ୩ଟି ଭାଲୁ ବୁଲୁଥିବା ଦେଖିବାକୁ ମିଳିଥିଲା । ଗତକାଲି ଅପରାହ୍ନ ପ୍ରାୟ ୪ଟାରେ କଲେଜ ପରିସରରେ ୩ଟି ଭାଲୁ ବିଚରଣ କରୁଥିଲେ।

ସେମାନେ ପ୍ରାୟ  ୩ ଘଣ୍ଟା ଧରି ବୁଲାବୁଲି କରିବା ପରେ ଭାଲୁ ଜଙ୍ଗଲ ଭିତରକୁ ଫେରିଯାଇଥିଲେ ।  ଏହା ମଧ୍ୟରେ ଅବଶ୍ୟ ଭାଲୁମାନେ  କାହାର କୌଣସି କ୍ଷତି ଘଟାଇ ନାହାନ୍ତି । କିନ୍ତୁ ଭାଲୁଙ୍କୁ ଦେଖି ଭୟଭୀତ ହୋଇଯାଇଛନ୍ତି କଲେଜ କର୍ମଚାରୀ ଓ ସ୍ଥାନୀୟ ଲୋକେ । ଏହି ୩ଟି ଭାଲୁ ନିକଟସ୍ଥ ଜଙ୍ଗଲରୁ ଖାଦ୍ୟ ସନ୍ଧାନରେ ଆସିଥିବା କୁହାଯାଉଛି ।



from Odisha Reporter https://ift.tt/2SRpsuQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages