କାଳୁ- ଜାଣିଛୁ, ଦେଶରେ ବେକାରି ସଂଖ୍ୟା ବଢ଼ିବାରେ ଲାଗିଛି।
ରାମୁ- ନାଁ ତ।
କାଳୁ- ଖବରକାଗଜ ପଢୁନୁ କି। ସେଥିରେ ବାହାରୁଛି ବେକାରି ସଂଖ୍ୟା ବଢିବାରେ ଲାଗିଛି।
ରାମୁ- ମୁଁ ତୋ କଥାରେ ଏକମତ ନୁହେଁ। ଏବେ ବି ଆମ ଭାରତ ଧନୀ ଦେଶ। ତା’ର ଏକ ଉଦାହରଣ ବି ମୁଁ ଦେଇ ପାରିବି।
କାଳୁ- କ’ଣ ଉଦାହରଣ।
ରାମୁ- ଆରେଞ୍ଜ ମ୍ୟାରେଜ୍ ପାଇଁ ଆସୁଥିବା ପ୍ରସ୍ତାବ ଦେଖୁନୁ ବୋଧେ।
from Odisha Reporter https://ift.tt/2th4pan
No comments:
Post a Comment