ଟୋକନ ଟେନସନରୁ ମିଳୁନି ମୁକ୍ତି, ତାତିଲେ ଚାଷୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 19, 2020

ଟୋକନ ଟେନସନରୁ ମିଳୁନି ମୁକ୍ତି, ତାତିଲେ ଚାଷୀ

ପଦ୍ମପୁର( ସୋମେଶ ଚନ୍ଦ୍ର ମହାନ୍ତି):ଟୋକନ ଟେନସନରୁ ମୁକ୍ତି ପାଉ ନାହାନ୍ତି ଚାଷୀ। ଟୋକନ ପାଇବାରୁ ବଞ୍ଚିତ ହେବାରୁ ଧାନ ବିକ୍ରି କରି ନପାରି ତାତିଲେ ବରଗଡ଼ ଜିଲ୍ଲା ପଦ୍ମପୁର ଚାଷୀ । ଉତ୍ତ୍ୟକ୍ତ ଚାଷୀ ବଏସନା ରୋଡ଼ ଲାଖମରା କଲେଜ ଛକରେ ଧାନ ବସ୍ତା ପକାଇ ରାସ୍ତାରୋକ କରିଛନ୍ତି ।

ଲାଖମରା ସୋସାଇଟିର ପ୍ରାୟ ୩୦୮ ଚାଷୀ ଧାନ ବିକ୍ରି ପାଇଁ ଟୋକନ ପାଇବାରୁ ବଞ୍ଚିତ ହୋଇଥିବା ଅଭିଯୋଗ କରିଛନ୍ତି । ପଦ୍ମପୁର ଉପଜିଲ୍ଲାପାଳ ଓ ଜିଲ୍ଲାପାଳଙ୍କୁ ସେମାନେ ଏହି ସମସ୍ୟା ବାବଦରେ ଜଣାଇବା ପରେ ମଧ୍ୟ ସମସ୍ୟାର ସମାଧାନ ନହେବାରୁ ରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହୋଇଥିବା କହିଛନ୍ତି ଚାଷୀ  ।



from Odisha Reporter https://ift.tt/2G3N5Zm

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages