ବର୍ଷର ପ୍ରଥମ ଦିନରେ ଜନ୍ମ ନେଲେ ୩,୮୬, ୦୦୦ ଛୁଆ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 1, 2020

ବର୍ଷର ପ୍ରଥମ ଦିନରେ ଜନ୍ମ ନେଲେ ୩,୮୬, ୦୦୦ ଛୁଆ

ନୂଆଦିଲ୍ଲୀ: ବର୍ଷ ୨୦୨୦ର ପ୍ରଥମ ଦିନରେ ୩, ୮୬,୦୦୦ ଛୁଆ ଜନ୍ମ ଗ୍ରହଣ କରିଛନ୍ତି। ୟୁନିସେଫ୍ ଏହି ସୂଚନା ଦେଇଛି। ଜନ୍ମନେଇଥିବା ଛୁଆଙ୍କ ମଧ୍ୟରୁ ଭାରତରୁ ସର୍ବାଧିକ ଜନ୍ମ ନେଇଛନ୍ତି। ତେବେ ନୂଆବର୍ଷରେ ଜନ୍ମ ନେଇଥିବା ସମସ୍ତ ଛୁଆଙ୍କ ମଧ୍ୟରୁ ଫିଜରେ ପ୍ରଥମେ ଛୁଆ ଜନ୍ମ ଗ୍ରହଣ କରିଛି। ସେହିପରି ଆମେରିକାରେ ଶେଷ ଛୁଆ ଜନ୍ମ ନେଇଛି।

ସାରା ବିଶ୍ୱରେ ଜନ୍ମନେଇଥିବା ଛୁଆଙ୍କ ମଧ୍ୟରେ ଭାରତରେ ଗତକାଲି ସର୍ବାଧିକ ୬୯,୦୦୦ ଛୁଆ ଜନ୍ମ ଗ୍ରହଣ କରିଛନ୍ତି। ଏହାପରେ ଚୀନରେ ୪୪, ୭୬୦ ଛୁଆ ଜନ୍ମ ଗ୍ରହଣ କରିଛନ୍ତି।

ୟୁନିସେଫର ସଂଖ୍ୟା ଅନୁଯାୟୀ ତୃତୀୟରେ ନାଇଜେରିଆ ରହିଛି ଯେଉଁଠି ନୂଆ ବର୍ଷରେ ୨୦,୨୧୦ ଛୋଟ ଛୁଆ ଜନ୍ମ ଗ୍ରହଣ କରିଛନ୍ତି। ସେହିପରି ପାକିସ୍ତାନ(୧୪,୯୧୦), ଇଣ୍ଡୋନେସିଆ (୧୩,୩୭୦), ଆମେରିକା (୧୧,୨୮୦), କଙ୍ଗୋ (୯,୪୦୦), ଇଥୋପିଆ (୯,୦୨୦) ଏବଂ ବାଂଲାଦେଶ (୮,୩୭୦) ଜଣ ଜନ୍ମ ନେଇଛନ୍ତି।



from Odisha Reporter https://ift.tt/2MNXlJ4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages