ରୋଗୀଙ୍କୁ ପୁରୁଣା ବେଡସିଟ୍‌ ମିଳିବା ପ୍ରତିବାଦରେ ଧାରଣାରେ ବସିଲେ ମନ୍ତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 1, 2020

ରୋଗୀଙ୍କୁ ପୁରୁଣା ବେଡସିଟ୍‌ ମିଳିବା ପ୍ରତିବାଦରେ ଧାରଣାରେ ବସିଲେ ମନ୍ତ୍ରୀ

ବାଲେଶ୍ୱର ( ଓଡ଼ିଶା ରିପୋର୍ଟର): ବାଲେଶ୍ୱର ମେଡିକାଲ କଲେଜରେ ଅବ୍ୟବସ୍ଥାକୁ ନେଇ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଗତକାଲି    ମେଡିକାଲ କଲେଜ ପରିସରରେ ନିଜ ସମର୍ଥକଙ୍କ ସହ ଧାରଣାରେ ବସିଥିଲେ । ରୋଗୀଙ୍କୁ ମେଡିକାଲରେ ପୁରୁଣା ବେଡସିଟ୍‌ ଦିଆଯାଉଥିବା ଜାଣିବା ପରେ ମନ୍ତ୍ରୀ କ୍ଷୁବ୍ଧ ହୋଇଥିଲେ ।

ପୂର୍ବରୁ ମେଡିକାଲରେ ଅବ୍ୟବସ୍ଥା ନେଇ ମନ୍ତ୍ରୀ ବାରମ୍ବାର CDMOଙ୍କୁ ଜଣାଇଥିଲେ ବି ଏହାର ସମାଧାନ ହୋଇନଥିଲା । ତେଣୁ ଏହା ପ୍ରତିବାଦରେ ସେ ଧାରଣାରେ ବସିଥିଲେ । ଖବର ପାଇ ଜିଲ୍ଲାପାଳ, ସିଡିଏମଓ ଓ ମେଡିକାଲ ସୁପରିଣ୍ଟେଣ୍ଡେଣ୍ଟ  ଘଟଣାସ୍ଥଳକୁ ଆସି କେନ୍ଦ୍ର ମନ୍ତ୍ରୀ ଷଡ଼ଙ୍ଗୀଙ୍କ ସହ ଆଲୋଚନା କରିଥିଲେ।  ମେଡିକାଲରେ  ଥିବା ସମସ୍ୟାର ତୁରନ୍ତ ସମାଧାନ ହେବ ବୋଲି ଜିଲ୍ଲାପାଳଙ୍କ ପ୍ରତିଶ୍ରୁତି ପରେ ଧାରଣାରୁ ଉଠିଥିଲେ କେନ୍ଦ୍ରମନ୍ତ୍ରୀ ।



from Odisha Reporter https://ift.tt/37tiWyh

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages