ନୂଆ ନୂଆ ବାହାଘର ପରେ… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, February 8, 2020

ନୂଆ ନୂଆ ବାହାଘର ପରେ…

ରାଜୁର ନୂଆ ବାହାଘର ହୋଇଛି। ସ୍ତ୍ରୀ ତା’ ପାଇଁ ପ୍ରଥମଥର ରୋଷେଇ କରିଛି। ରାଜୁ ଖାଇବାକୁ ବସିଲା। ତରକାରୀରେ ଲଙ୍କା ଅଧିକ ପଡ଼ିଥିଲା। କିନ୍ତୁ ସେ ମୁହଁ ଖୋଲି କହିପାରିଲା ନାହିଁ।

ରାଜୁ : ତରକାରୀ ବହୁତ ଭଲ ହୋଇଛି।

ରାଜୁର ସ୍ତ୍ରୀ : କିନ୍ତୁ ତୁମେ କାନ୍ଦୁଛ କାହିଁକି ?

ରାଜୁ : ଖୁସିରେ ମୋ ଆଖିରୁ ଲୁହ ବାହାରୁଛି।

ରାଜୁର ସ୍ତ୍ରୀ : ତା’ହେଲେ, ଆଉଟିକେ ତରକାରୀ ଦେଉଛି ?

ରାଜୁ : ନାଇ ଥାଉ ଡାର୍ଲିଂ, ମୁଁ ବେଶି ଖୁସି ବରଦାସ୍ତ କରିପାରିବି ନାହିଁ।



from Odisha Reporter https://ift.tt/2SapNaV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages