ଲଞ୍ଚ୍‌ ହେଲା ୨ଟି ନୂଆ Moto G ଫୋନ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, February 9, 2020

ଲଞ୍ଚ୍‌ ହେଲା ୨ଟି ନୂଆ Moto G ଫୋନ୍

ନୂଆଦିଲ୍ଲୀ: ମୋଟୋରୋଲା ଦୁଇଟି ନୂଆ ସ୍ମାର୍ଟଫୋନ୍‌ ଲଞ୍ଚ୍‌ କରିଛି। ଏହି ଦୁଇଟିର ନାଁ ହେଉଛି Moto G Power ଓ Moto G Stylus। Moto G Powerକୁ ଦମ୍‌ଦାର୍‌ ବ୍ୟାଟ୍ରୀ ସହ ଓ Moto G Stylusକୁ ଏକ ସ୍କ୍ରିନ୍‌ଟଚ୍‌ ପେନ୍‌ସିଲ୍‌ ସହ ଲଞ୍ଚ କରାଯାଇଛି।

କମ୍ପାନୀ Moto G Powerର ମୂଲ୍ୟ ଭାରତୀୟ ମୁଦ୍ରାରେ ପାଖାପାଖି ୧୮ ହଜାର ଟଙ୍କା ରଖିଥିବାବେଳେ Moto G Stylusର ମୂଲ୍ୟ ପାଖାପାଖି ୨୧ ହଜାର ୫୦୦ ଟଙ୍କା ରଖିଛି। ଏହାକୁ ଖୁବ୍‌ ଶୀଘ୍ର ୟୁଏସ୍‌ ଓ କାନାଡ଼ାର ବଜାରରେ ଉପଲବ୍ଧ କରାଯିବ। ତେବେ ଭାରତକୁ ଏହା କେବେ ଆସିବ, ସେ ନେଇ କୌଣସି ସୂଚନା ନାହିଁ।

Moto G Powerର ଫିଚର୍ :-

  • ଡିସ୍‌ପ୍ଲେ ସାଇଜ୍‌: ୬.୪ଇଞ୍ଚ୍
  • ଡିସ୍‌ପ୍ଲେ ଟାଇପ୍: ଫୁଲ୍‌ ଏଚ୍‌ଡି ସୁପର ଆମୋଲେଡ୍ 1080×2300  ୱିଥ୍‌ ମ୍ୟାକ୍ସ ଭିଜନ୍ ପଞ୍ଚ୍ ହୋଲ୍
  • ଆଣ୍ଡ୍ରଏଡ୍‌ ଭର୍ସନ: ଆଣ୍ଡ୍ରଏଡ୍ 10
  • ପ୍ରୋସେସର୍: ଅକ୍ଟାକୋର କ୍ୱାଲ୍‌କମ୍‌ ସ୍ନାପ୍‌ଡ୍ରାଗନ୍ 665G
  • ରାମ୍: 4 GB
  • ଷ୍ଟୋରେଜ୍: 64 GB
  • ରିୟର କ୍ୟାମେରା: 16MP + 8 MP + 2MP
  • ଫ୍ରଣ୍ଟ୍‌ କ୍ୟାମେରା:16 MP
  • ବ୍ୟାଟେରୀ: 5000mAh ସହ ୧୦ୱାଟ୍ ଫାଷ୍ଟ ଚାର୍ଜିଂ ସପୋର୍ଟ

Moto G Stylusର ଫିଚର :-

  • ଡିସ୍‌ପ୍ଲେ ସାଇଜ୍‌: ୬.୪ଇଞ୍ଚ୍
  • ଡିସ୍‌ପ୍ଲେ ଟାଇପ୍: ଫୁଲ୍‌ ଏଚ୍‌ଡି ସୁପର ଆମୋଲେଡ୍ 1080×2300  ୱିଥ୍‌ ମ୍ୟାକ୍ସ ଭିଜନ୍ ପଞ୍ଚ୍ ହୋଲ୍
  • ଆଣ୍ଡ୍ରଏଡ୍‌ ଭର୍ସନ: ଆଣ୍ଡ୍ରଏଡ୍ 10
  • ପ୍ରୋସେସର୍: ଅକ୍ଟାକୋର କ୍ୱାଲ୍‌କମ୍‌ ସ୍ନାପ୍‌ଡ୍ରାଗନ୍ 665G
  • ରାମ୍: 4 GB
  • ଷ୍ଟୋରେଜ୍: 128 GB
  • ରିୟର କ୍ୟାମେରା: 48MP +16MP + 2MP
  • ଫ୍ରଣ୍ଟ୍‌ କ୍ୟାମେରା:16 MP
  • ବ୍ୟାଟେରୀ: 4000mAh ସହ ୧୦ୱାଟ୍ ଫାଷ୍ଟ ଚାର୍ଜିଂ ସପୋର୍ଟ

 



from Odisha Reporter https://ift.tt/2SuFNnq

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages