୨୨ ଏପ୍ରିଲ୍, ବୁଧବାର: ପରିବାରରେ ଶାନ୍ତି ବିରାଜମାନ ହେବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 21, 2020

୨୨ ଏପ୍ରିଲ୍, ବୁଧବାର: ପରିବାରରେ ଶାନ୍ତି ବିରାଜମାନ ହେବ

ମେଷ: ଶୁଭ ଚିନ୍ତକ ଲୋକେ ସାହାଯ୍ୟ କରିବେ। ପରୋପକାର ଓ ସମାଜସେବା କାର୍ଯ୍ୟରେ ରୁଚି ବଢିବ। ପାଖ ପଡୋଶୀଙ୍କ ସହିତ ସଂପର୍କ ଭଲ ରହିବ।
ବୃଷ: ନକରାତ୍ମକ ପ୍ରବୃତ୍ତିକୁ ଛାଡିବା ପାଇଁ ପ୍ରୟାସ କରିବେ। ନିଜର କ୍ଷମତାକୁ ଭଲ କାର୍ଯ୍ୟରେ ଲଗେଇବେ। ମିତ୍ରଙ୍କ ଇଚ୍ଛାକୁ ପୂରଣ କରିବାକୁ ପ୍ରୟାସ କରିବେ।

ମିଥୁନ: ସରକାରୀ କାର୍ଯ୍ୟରେ ବିଜୟୀ ହେବେ। ସମସ୍ତ ଯୋଜନା କ୍ରିୟାନ୍ୱିତ ହେବ।ପାରିବାରିକ କ୍ଷେତ୍ରରେ ଶାନ୍ତି ପାଇବ।

କର୍କଟ: ସରକାରୀ କ୍ଷେତ୍ରରେ ଶୁଭ ସମାଚାର ପ୍ରାପ୍ତ ହେବ। ଗୁରୁଜନ ଆପଣଙ୍କ ବୁଦ୍ଧିକୁ ପ୍ରଶଂସା କରିବେ।ଭାଇ ବନ୍ଧୁଙ୍କ ଠାରୁ ଲାଭ ମିଳିବ।

ସିଂହ: ଶତ୍ରୁମାନେ ପରାଜିତ ହେବେ। ପରିବାରରେ ଶାନ୍ତି ବିରାଜମାନ ହେବ। କର୍ମକ୍ଷେତ୍ରରେ ଜଗିରଖି କଥାବାର୍ତ୍ତା କରିଲେ ବହୁତ ଭଲ।

କନ୍ୟା: ସ୍ୱାସ୍ଥ୍ୟରେ ପରିବର୍ତ୍ତନ ଅନୁଭବ କରିବେ। ଆର୍ଥିକ ସ୍ଥିତିକୁ ସୁଧାରି ପାରିବେ।ଭାଇ ଭଉଣୀମାନଙ୍କ ସହିତ ସଂପର୍କ ରହିବ।

ତୁଳା: ଶାରୀରିକ କଷ୍ଟ ଦୂର ହେବ। ଆର୍ଥିକ ସ୍ଥିତି ସୁଧାର ଆସିବ।ସମସ୍ତ କ୍ଷେତ୍ରରେ ସଫଳତା ମିଳିବ।

ବିଛା: ସ୍ୱାସ୍ଥ୍ୟ ସମସ୍ୟା ସୁଧୁରିଯିବ। ସହକର୍ମୀ ଓ ଉପରିସ୍ଥ କର୍ମଚାରୀଙ୍କ ଠାରୁ ପ୍ରଶଂସିତ ହେବେ।ବିଗିଡିଯାଇଥିବା କାର୍ଯ୍ୟ ସୁଧୁରିଯିବ।

ଧନ: ରାଜକୀୟ ମାମଲାରେ ସଫଳତା ମିଳିବ। ପାରିବାରିକ ସୁଖ ଶାନ୍ତି ବୃଦ୍ଧି ହେବ।ଆର୍ଥିକ ଲାଭ ହେବାର ସମ୍ଭାବନା ଅଛି।

ମକର: ଲୋକେ ଆପଣଙ୍କ ବାଣୀ ଓ ଯୋଗ୍ୟତାରେ ପ୍ରଭାବିତ ହେବେ। ସରକାରୀ କ୍ଷେତ୍ରରେ ସଫଳତା ମଳିବ
ସ୍ୱାସ୍ଥ୍ୟରେ ପରିବର୍ତ୍ତନ ହେବ।

କୁମ୍ଭ: କାରବାର ସ୍ଥିତିରେ ସୁଧାର ଆସିବାରୁ ମନ ଖୁସି ହେବ। ବିରୋଧୀମାନେ ଆପଣଙ୍କ ସାମ୍ନା କରିପାରିବେ ନାହିଁ। ଧନର ଆଗମନ ହୋଇପାରେ।

ମୀନ: ସ୍ୱାସ୍ଥ୍ୟ ଭଲ ରହିବା ଯୋଗେ ‌ଆନନ୍ଦ ମିଳିବ। କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ।ରୋଜଗାର ସମସ୍ୟା ସୁଧୁରିଯିବ।



from Odisha Reporter https://ift.tt/2xNUj39

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages