‘ଅନ୍ ଲାଇନ୍ ସହ ଅଫ୍ ଲାଇନ୍ ମଦ ବିକ୍ରିକୁ ଅନୁମତି ମିଳୁ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 24, 2020

‘ଅନ୍ ଲାଇନ୍ ସହ ଅଫ୍ ଲାଇନ୍ ମଦ ବିକ୍ରିକୁ ଅନୁମତି ମିଳୁ’

କଟକ(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆଜିଠୁ ଅନଲାଇନ୍‌ରେ ମଦ ମିଳିବା ଆରମ୍ଭ ହୋଇଥିବା ବେଳେ ଏହାକୁ ବିରୋଧ ମଧ୍ୟ ଆରମ୍ଭ ହୋଇଯାଇଛି। କଟକ ଜିଲ୍ଲା ବିଦେଶୀ ମଦ ଦୋକାନୀ ବ୍ୟବସାୟୀ ସଂଘ ପକ୍ଷରୁ ଅନ୍‌ଲାଇନ୍‌ରେ ମଦ ବିକ୍ରିକୁ ବିରୋଧ କରାଯାଇଛି ।

ଏନେଇ ସଂଘ ସଂପାଦକ ବିରଞ୍ଚି ନାରାୟଣ ସାହୁ କହିଛନ୍ତି, “ଆମେ ଅନ ଲାଇନ୍ ମଦ ବିକ୍ରିକୁ ବିରୋଧ କରୁନାହୁଁ । ମାତ୍ର ଅନ୍ ଲାଇନ୍ ସହ ଅଫ୍ ଲାଇନ୍ ମଦ ବିକ୍ରିକୁ ଅନୁମତି ମିଳୁ। ଅଫ୍ ଲାଇନ୍ ବିକ୍ରି ଅନୁମତି ନ ମିଳିଲେ ଟାର୍ଗେଟ୍ ପୂରଣ ହେବନି। ”  ଏଥିସହ କଟକ ଜିଲ୍ଲାରେ ବିଦେଶୀ ମଦ ଦୋକାନ ନ ଖୋଲିବାକୁ ନିଷ୍ପତ୍ତି ନିଆଯାଇଥିବା ସେ ଜଣାଇଛନ୍ତି।



from Odisha Reporter https://ift.tt/2yxW8Si

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages