୧୩ ବର୍ଷ ପରେ ତୁର୍କୀରେ ଅବତରଣ କଲା ଇସ୍ରାଏଲ୍ ବିମାନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 24, 2020

୧୩ ବର୍ଷ ପରେ ତୁର୍କୀରେ ଅବତରଣ କଲା ଇସ୍ରାଏଲ୍ ବିମାନ

ଜେରୁଜଲମ: ୧୩ ବର୍ଷ ପରେ ଇସ୍ରାଏଲର ବିମାନ ତୁର୍କିରେ ଅବତରଣ କରିଛି। ଇସ୍ରାଏଲର ଏଲ ଅଲ୍ ବିମାନ ସେବା ପ୍ରଦାନକାରୀ ସଂସ୍ଥା ଏହି ସୂଚନା ଦେଇଛି। ଦୁଇ ଦେଶ ମଧ୍ୟରେ ସମ୍ପର୍କରେ ତିକ୍ତତା ବଢ଼ିବାରୁ ବିମାନ ସେବା ବାତିଲ୍ ହୋଇଥିଲା। ଏବେ ୧୩ ବର୍ଷ ପରେ ଦୁଇ ଦେଶ ମଧ୍ୟରେ ପୁଣି ବିମାନ ସେବା ଆରମ୍ଭ ହୋଇଛି।

ଏହି ୧୩ ବର୍ଷ ଭିତରେ ଜରୁରୀକାଳୀନ ବିମାନ ଲ୍ୟାଣ୍ଡିଂ ଛଡ଼ା କୌଣସି ଇସ୍ରାଏଲ ବିମାନ ତୁର୍କୀରେ ଅବତରଣ କରିନଥିବା ସୂଚନା ରହିଛି। ଏବେ ଦୁଇଟି ଯାତ୍ରୀବାହୀ ବିମାନକୁ ଚଳାଇବା ପାଇଁ ତୁର୍କୀ ଅନୁମତି ଦେଇଥିବା ଜଣାପଡ଼ିଛି। ଏଥିସହିତ ନିୟମିତ ଭାବରେ ମାଲପରିବହନ କରୁଥିବା ବିମାନ ଉଡ଼ାଣ ପାଇଁ ତୁର୍କୀ ଅନୁମତି ଦେଇଛି।



from Odisha Reporter https://ift.tt/2XlwLeM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages