କଞ୍ଚା ଭାକୁର ସୁଖା ବେସର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, June 10, 2020

କଞ୍ଚା ଭାକୁର ସୁଖା ବେସର

ଆବଶ୍ୟକ ସାମଗ୍ରୀ : ଲୁଣ, ହଳଦୀ, ଦହି, ସୋରିଷ ତେଲ, କଞ୍ଚାଲଙ୍କା, ପିଆଜ, ସୋରିଷ, ଜିରା, ରସୁଣ ଓ ଶୁଖିଲା ଲଙ୍କା ବଟା, ଟମାଟୋ, ଲେମ୍ୱୁ ରସ, ଧଣିଆ ପତ୍ର ଓ ଭାକୁର ମାଛ।

ପ୍ରସ୍ତୁତି ପ୍ରଣାଳୀ : ପ୍ରଥମେ କଞ୍ଚା ଭାକୁର ମାଛରେ ସ୍ୱାଦ ଅନୁସାରେ ଲୁଣ, ହଳଦୀ ଗୁଣ୍ଡ, ବଟା ପିଆଜ, ବସା ଦହି, ଲେମ୍ୱୁ ରସ, କଟା ଟମାଟୋ, କଞ୍ଚାଲଙ୍କା, ସୋରିଷ, ଜିରା, ଲଙ୍କା ଓ ରସୁଣ ବଟା ଓ ସୋରିଷ ତେଲ ପକାଇ ଭଲ ଭାବରେ ଗୋଳାଇ ୧୦ ମିନିଟ୍ ରଖନ୍ତୁ। ଗ୍ୟାସ୍‌ ଲଗାଇ ସେଥିରେ କିଛି ପାଣି ଦେଇ ୧୫ ମିନିଟ୍‌ ବସାନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କର କଞ୍ଚା ଭାକୁର ସୁଖା ବେସର।



from Odisha Reporter https://ift.tt/3cLE4SI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages