ଗ୍ରାହକ : ଆରେ ଭାଇ ମାସେ ତଳେ ନୂଆ ସ୍ମାର୍ଟଫୋନ୍ କିଣିଥିଲି। ଏବେ ଫୋନ୍ ହ୍ୟାଙ୍ଗ ହେଉଛି। କହିଲେ ଏ ଫୋନ୍ କାହିଁକି ହ୍ୟାଙ୍ଗ୍ ହୁଏ ?
ଦୋକାନୀ : ଏକଥା ତମେ ଚାଇନାବାଲାଙ୍କୁ ପଚାର ସେମାନେ ଉତ୍ତର ଦେବେ। ଚାଇନା ଫୋନ୍ କାହିଁକି ହ୍ୟାଙ୍ଗ ହେଉଛି।
from Odisha Reporter https://ift.tt/3eEsUR6
No comments:
Post a Comment