ଲାଞ୍ଚ ମାଗି ନିଲମ୍ବିତ ହେଲେ ଏଏସଆଇ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, July 30, 2020

ଲାଞ୍ଚ ମାଗି ନିଲମ୍ବିତ ହେଲେ ଏଏସଆଇ

ଅନୁଗୋଳ(ବିରଜା ପ୍ରସାଦ ଦାସ): ଲାଞ୍ଚ ମାଗି ନିଲମ୍ବିତ ହୋଇଛନ୍ତି  ଅନୁଗୋଳ ଜିଲ୍ଲା ରେଙ୍ଗାଳି ଡ୍ୟାମ ସାଇଟ ଥାନା ଏଏସଆଇ କାର୍ତ୍ତିକ ବେହେରା । ଏକ ଡ୍ରେନକୁ ନେଇ କିଛି ଦିନ ହେବ ଦୁଇ ପରିବାର ମଧ୍ୟରେ ବିବାଦ ଲାଗି ରହିଥିଲା । ଘଟଣାର ସମାଧାନ ନିମନ୍ତେ ସେମାନେ ଥାନାର ଦ୍ୱାରସ୍ଥ ହୋଇଥିଲେ ।

ଏପରିକି ଏନେଇ ଉଭୟ ପକ୍ଷ ଥାନାରେ ଏତଲା ମଧ୍ୟ ଦେଇଥିଲେ। ପରେ କିନ୍ତୁ ସେମାନଙ୍କ ମଧ୍ୟରେ   ବୁଝାମଣା ହୋଇଯାଇଥିଲା । ତେବେ  ଘଟଣାର ସମାଧାନ ପାଇଁ ଏଏସଆଇ କାର୍ତ୍ତିକ ବେହେରା ଉତ୍କୋଚ ମାଗିଥିବା ଏଏସ୍‌ଆଇ ଅଭିଯୋଗ ଆଣିଥିଲେ । ଏହି ଘଟଣାରେ ଉତ୍ତର କେନ୍ଦ୍ରାଞ୍ଚଳ IG ନରସିଂହ ଭୋଳ ASI କାର୍ତ୍ତିକ ବେହେରାଙ୍କୁ ନିଲମ୍ବନ କରିଛନ୍ତି ।

The post ଲାଞ୍ଚ ମାଗି ନିଲମ୍ବିତ ହେଲେ ଏଏସଆଇ appeared first on Odisha Reporter.



from Odisha Reporter https://ift.tt/33aFk0s

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages