ଆସନ୍ତା କାଲିଠୁ ପାରଳାଖେମୁଣ୍ଡି ଶଟଡାଉନ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, July 8, 2020

ଆସନ୍ତା କାଲିଠୁ ପାରଳାଖେମୁଣ୍ଡି ଶଟଡାଉନ୍‌

ପାରଳାଖେମୁଣ୍ଡି( ଆଦର୍ଶ ଦାସ): ଆସନ୍ତାକାଲିଠାରୁ ୩ ଦିନ ପାଇଁ ଶଟଡାଉନ୍‌ ହେବ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହର।  ୩ ଦିନ ପାଇଁ ଶଟଡାଉନ୍‌ ଘୋଷଣା କରିଛନ୍ତି ଜିଲ୍ଲାପାଳ ଅନୁପମ ଶାହା । ଶୁକ୍ର, ଶନି ଓ ରବିବାର  ପାଇଁ ଏହି କଟକଣା ଲାଗୁ କରାଯାଇଛି।

କରୋନା ସଂକ୍ରମଣ ବଢୁଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି । ପାରଳାଖେମୁଣ୍ଡିକୁ ସଂଯୋଗ କରୁଥିବା ସବୁ ରାସ୍ତା ସିଲ୍ ରହିବ ।  ୬୦ଟି ମେଡିକାଲ ଟିମ୍ ଦ୍ୱାରା ସହରବାସୀଙ୍କ ସ୍ୱାସ୍ଥ୍ୟ ସ୍କ୍ରିନିଂ କରାଯିବ । ଏଥିପାଇଁ ୧୬ ସେକ୍ଟର ଅଫିସରଙ୍କୁ ନେଇ ଟିମ୍, ୪ଟି ପୋଲିସ୍ ଟିମ୍ ନିୟୋଜିତ ହେବେ ବୋଲି ଜିଲ୍ଲାପାଳ କହିଛନ୍ତି ।

The post ଆସନ୍ତା କାଲିଠୁ ପାରଳାଖେମୁଣ୍ଡି ଶଟଡାଉନ୍‌ appeared first on Odisha Reporter.



from Odisha Reporter https://ift.tt/3iLOPJ1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages