ରାଜ୍ୟରେ ଚିହ୍ନଟ ହେଲେ ୧୪୯୯ ଆକ୍ରାନ୍ତ, ୩୧ ହଜାର ଡେଇଁଲା ସଂଖ୍ୟା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, July 30, 2020

ରାଜ୍ୟରେ ଚିହ୍ନଟ ହେଲେ ୧୪୯୯ ଆକ୍ରାନ୍ତ, ୩୧ ହଜାର ଡେଇଁଲା ସଂଖ୍ୟା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ୨୯ ଜିଲ୍ଲାରୁ ୧୪୯୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।  ଏହି ନୂଆ  କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୯୧୪ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ୫୮୫ ଟି ହେଉଛି ଲୋକାଲ୍ କେସ୍‌।

ଚିହ୍ନଟ ନୂଆ ୧୪୯୯ ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୩୬୩ ଚିହ୍ନଟ ହୋଇଛନ୍ତି। ଏହାପରେ ଖୋର୍ଦ୍ଧା ଜିଲ୍ଲାରୁ ୨୧୪ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଢେଙ୍କାନାଳ ଜିଲ୍ଲାରୁ ୯୨,  କୋରାପୁଟରୁ ୮୧, କନ୍ଧମାଳ ଜିଲ୍ଲାରୁ ୫୦, କଟକରୁ ୨୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

 

ରାଜ୍ୟରେ ସମୁଦାୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୧,୮୭୭ରେ ପହଞ୍ଚିଥିବା ସେମାନଙ୍କ ମଧ୍ୟରୁ  ୧୯,୭୪୫ ଜଣ ସୁସ୍ଥ ହୋଇ  ସାରିଲେଣି।  ଏହାବ୍ୟତୀତ ରାଜ୍ୟରେ ୧୧, ୯୧୮ ଜଣ ଚିକିତ୍ସିତ ହେଉଛନ୍ତି।

The post ରାଜ୍ୟରେ ଚିହ୍ନଟ ହେଲେ ୧୪୯୯ ଆକ୍ରାନ୍ତ, ୩୧ ହଜାର ଡେଇଁଲା ସଂଖ୍ୟା appeared first on Odisha Reporter.



from Odisha Reporter https://ift.tt/3fhtap5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages