ଆଜି ଟ୍ୱିନ୍ ସିଟିରେ ୨ ମିନିଟ୍‌ ବନ୍ଦ ରହିବ ଟ୍ରାଫିକ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 4, 2020

ଆଜି ଟ୍ୱିନ୍ ସିଟିରେ ୨ ମିନିଟ୍‌ ବନ୍ଦ ରହିବ ଟ୍ରାଫିକ୍

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଟ୍ୱିନ୍ ସିଟିରେ ୨ ମିନିଟ୍ ପାଇଁ ବନ୍ଦ ରହିବ ଟ୍ରାଫିକ୍। ସନ୍ଧ୍ୟା ୬ଟାରୁ ୬ଟା ୨ ମିନିଟ୍ ଯାଏଁ ବନ୍ଦ ରହିବ ଟ୍ରାଫିକ୍। କରୋନା ଯୋଦ୍ଧାଙ୍କ ସମ୍ମାନର୍ଥେ ଏହି ନିରବ ପ୍ରାର୍ଥନା ଲାଗି ଟ୍ରାଫିକ୍ ବନ୍ଦ ରହିବ ।

ଟ୍ରାଫିକ୍ ବନ୍ଦ ନେଇ କମିଶନରେଟ୍ ପୁଲିସ ତରଫରୁ ଟ୍ୱିଟ୍ ଯୋଗରେ ସୂଚନା ଦିଆଯାଇଛି। ଏଥିସହ ଗୋଟିଏ ମିନିଟ୍ ନିରବ ପ୍ରାର୍ଥନା ପାଇଁ ମଧ୍ୟ ଅପିଲ୍‌ କରାଯାଇଛି। 

The post ଆଜି ଟ୍ୱିନ୍ ସିଟିରେ ୨ ମିନିଟ୍‌ ବନ୍ଦ ରହିବ ଟ୍ରାଫିକ୍ appeared first on Odisha Reporter.



from Odisha Reporter https://ift.tt/3fr2fY1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages