ପୁରୁଷ ହକି ଟିମରେ ପଶିଲା କରୋନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 12, 2020

ପୁରୁଷ ହକି ଟିମରେ ପଶିଲା କରୋନା

ନୂଆଦିଲ୍ଲୀ: ଭାରତୀୟ ପୁରୁଷ ହକି ଦଳର ଛଅ ଜଣ ଖେଳାଳି କରୋନାରେ ଆକ୍ରାନ୍ତ ହୋଇଛନ୍ତି। ବାଙ୍ଗାଲୋରରେ ପହଞ୍ଚିବା ପରେ ଭାରତୀୟ ପୁରୁଷ ହକି ଦଳର ଅଧିନାୟକ ମନପ୍ରୀତ ସିଂଙ୍କ ସମେତ ଛଅ ଜଣ ଖେଳାଳି କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି। ମନଦୀପ ସିଂ, ଡିଫେଣ୍ଡର ସୁରେନ୍ଦ୍ର କୁମାର, ଜସକରନ୍ ସିଂ, ବରୁଣ କୁମାର ଏବଂ କୃଷ୍ଣ ବାହାଦୂର ପୃଥକ୍ କରୋନା ପଜିଟିଭ୍ ବୋଲି ଜଣାପଡିଛି। ସମସ୍ତେ ଏବେ ଡାକ୍ତରଖାନାର ଭର୍ତ୍ତି ହୋଇଥିବା ସୂଚନା ରହିଛି।

ଅନ୍ୟପଟେ ମହିଳା ହକି ଟିମର ଖେଳାଳିଙ୍କ ରିପୋର୍ଟ ନେଗେଟିଭ୍ ଆସିଛି। ତେଣୁ ଆଗାମୀ ଦିନରେ ମହିଳା ହକି ଟିମର କାର୍ଯ୍ୟସୂଚୀ ଅନୁଯାୟୀ ଜାରି ହେବ ବୋଲି ସୂଚନା ରହିଛି। ସେହିପରି ପୁରୁଷ ହକି ଟିମରେ ଛଅ ଜଣ ଆକ୍ରାନ୍ତ ହୋଇଥିବାରୁ ସେମାନଙ୍କ କ୍ୟାମ୍ପ ଏବେ ସନ୍ଦେହ ଘେରରେ ରହିଛନ୍ତି।

The post ପୁରୁଷ ହକି ଟିମରେ ପଶିଲା କରୋନା appeared first on Odisha Reporter.



from Odisha Reporter https://ift.tt/30Lc2UC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages