ନୂଆଦିଲ୍ଲୀ: ଗତ ଫେବ୍ରୁଆରୀ ମାସରେ ହୋଇଥିବା ଦିଲ୍ଲୀ ହିଂସା ଘଟଣାରେ ଗିରଫ ହେଲେ ଜେଏନ୍ୟୁର ପୂର୍ବତନ ଛାତ୍ରନେତା ଉମର ଖାଲିଦ।
୧୧ ଘଣ୍ଟାର ମାରାଥନ ଜେରା ପରେ ରାତି ଅଧରେ ତାଙ୍କୁ ଗିରଫ କରିଛି ଦିଲ୍ଲୀ ପୁଲିସ୍ର ସ୍ୱତନ୍ତ୍ର ସେଲ୍। ତାଙ୍କ ମୋବାଇଲ୍ ଫୋନ୍କୁ ଜବତ କରାଯାଇଛି।
ଦିଲ୍ଲୀ ହିଂସାରେ ଲୋକଙ୍କୁ ଉତ୍ତେଜିତ କରିବା ଓ ଭଙ୍ଗାଭଙ୍ଗି ଘଟଣାରେ ଉମରଙ୍କୁ ଗିରଫ କରାଯାଇଛି। ଏହାସହ ତାଙ୍କ ବିରୋଧରେ ଲଗାଇଯାଇଛି ସଙ୍ଗିନ UAPA ଆକ୍ଟ।
The post ଦିଲ୍ଲୀ ହିଂସା ଘଟଣାରେ ଜେଏନ୍ୟୁର ପୂର୍ବତନ ଛାତ୍ର ଗିରଫ appeared first on Odisha Reporter.
from Odisha Reporter https://ift.tt/3ixIvEk
No comments:
Post a Comment