ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନାରେ ଗଲା ଆଉ ୧୪ ଜଣଙ୍କ ଜୀବନ। ସେଥିରେ ଖୋର୍ଦ୍ଧାରୁ ୩, କେନ୍ଦୁଝର ଜଣେ, ମୟୂରଭଞ୍ଜରୁ ଜଣେ, ନୂଆପଡ଼ାରୁ ଜଣେ, ସୁନ୍ଦରଗଡ଼ରୁ ୨, ବରଗଡ଼ରୁ ଜଣେ, ଗଞ୍ଜାମରୁ ଜଣେ ଓ ସମ୍ବଲପୁରରେ ଜଣେ ଲେଖାଏଁ ଅଛନ୍ତି। ଏମାନଙ୍କୁ ମିଶାଇ ଆଜି ସୁଦ୍ଧା ରାଜ୍ୟରେ ୧୨୫୯ ଜଣଙ୍କ ମୃତ୍ୟୁ ଘଟିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୱେବସାଇଟ୍ରେ ପ୍ରକାଶ ପାଇଛି।
ସେପଟେ ଆଜି ସୁଦ୍ଧା ରାଜ୍ୟରେ ୨,୮୨,୬୯୫ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨,୬୪,୧୦୨ ସୁସ୍ଥ ହୋଇସାରିଲେଣି। ୧୭୧୮୧ ଜଣ ଚିକିତ୍ସାଧୀନ ଅଛନ୍ତି।
The post ରାଜ୍ୟରେ କରୋନାରେ ଆଖି ବୁଜିଲେ୧୪ ଆକ୍ରାନ୍ତ appeared first on Odisha Reporter.
from Odisha Reporter https://ift.tt/37Oh5ay
No comments:
Post a Comment