ହୁସିଆର! ଦେଶରେ ବଡ଼ ଷଡ଼ଯନ୍ତ୍ର କରୁଛି ଶତ୍ରୁ ଦେଶ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 14, 2020

ହୁସିଆର! ଦେଶରେ ବଡ଼ ଷଡ଼ଯନ୍ତ୍ର କରୁଛି ଶତ୍ରୁ ଦେଶ

ଶ୍ରୀନଗର: ଆଗକୁ ଅନେକ ପର୍ବପର୍ବାଣୀ ରହିଛି। ଏହି ସମୟରେ ସାମ୍ପ୍ରଦାୟିକ ବିଭାଜନ ପାଇଁ ଯୋଜନା ଚାଲିଛି। ଆଉ ଏହି ଯୋଜନା କରୁଛି ଶତ୍ରୁ ଦେଶ ପାକିସ୍ତାନ। ଏଥିସହ ଜମ୍ମୁ କଶ୍ମୀରରେ ହିନ୍ଦୁ ଧର୍ମାଲମ୍ୱୀ ଜନବସତି ସ୍ଥାନରେ ଆତଙ୍କବାଦୀ ଆକ୍ରମଣ କରିବା ପାଇଁ ଷଡ଼ଯନ୍ତ୍ର ରଚୁଛି। ଏ ନେଇ ଗୁଇନ୍ଦା ସୂଚନା ଦେଇଛି।

ଆତଙ୍କବାଦୀ ସଂଗଠନ ଅଲ ବରଦର ଏବଂ ଜୈଶ-ଏ-ମହମ୍ମଦ ଏଥିପାଇଁ ସ୍ୱତନ୍ତ୍ର ଟ୍ରେନିଂ ନେଉଛି। ପିଓକେର ମୁଜାଫରବାଦରେ ଏହି ଟ୍ରେନିଂ ଚାଲିଛି। ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇର ଜଣେ ବରିଷ୍ଠ ଅଧିକାରୀ ଆତଙ୍କୀ ହମଲା ପାଇଁ ଟ୍ରେନିଂ ଦେଉଥିବା ସୂଚନା ରହିଛି।

ସୂଚନାଯୋଗ୍ୟ, ଚଳିତ ମାସରେ ଏଯାବତ ଭାରତୀୟ ସେନା ଦୁଇ ଥର ଆତଙ୍କବାଦୀ ଆକ୍ରମଣ ଯୋଜନାକୁ ପଣ୍ଡ କରିଛନ୍ତି। ଏଥିସହ ଅନେକ ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ କରିଛି ଭାରତୀୟ ସେନା।

The post ହୁସିଆର! ଦେଶରେ ବଡ଼ ଷଡ଼ଯନ୍ତ୍ର କରୁଛି ଶତ୍ରୁ ଦେଶ appeared first on Odisha Reporter.



from Odisha Reporter https://ift.tt/3lL9MEt

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages