ଆନ୍ଧ୍ରକୁ ୫ କୋଟି ଦେଲେ ଓଡ଼ିଶା ସରକାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 21, 2020

ଆନ୍ଧ୍ରକୁ ୫ କୋଟି ଦେଲେ ଓଡ଼ିଶା ସରକାର

ନୂଆଦିଲ୍ଲୀ: ଲଗାଣ ବର୍ଷା ପାଇଁ ତେଲେଙ୍ଗାନାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ମୁଖ୍ୟତଃ ରାଜଧାନୀ ହାଇଦ୍ରାବାଦର ଅନେକ ଅଞ୍ଚଳ ଲଗାଣ ବର୍ଷାରେ ପ୍ରଭାବିତ ହୋଇଛି। ଏହାକୁ ନଜରରେ ଓଡ଼ିଶା ସରକାର ତେଲେଙ୍ଗାନା ସରକାରକୁ ୫ କୋଟି ଟଙ୍କାର ସହାୟତା ଘୋଷଣା କରିଛନ୍ତି। ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଅଫିସ ଟ୍ୱିଟ୍ କରି ଏହି ସୂଚନା ଦେଇଛି। ବନ୍ୟାରେ ପାଖାପାଖି ୭୦ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ରହିଛି।

ଲଗାଣ ବର୍ଷା ପ୍ରଭାବରେ ଆନ୍ଧ୍ର ପ୍ରଦେଶରେ ଆନୁମାନିକ ୫ ହଜାର କୋଟି ଟଙ୍କା କ୍ଷତି ହୋଇଥିବା ସୂଚନା ରହିଛି।

The post ଆନ୍ଧ୍ରକୁ ୫ କୋଟି ଦେଲେ ଓଡ଼ିଶା ସରକାର appeared first on Odisha Reporter.



from Odisha Reporter https://ift.tt/34gAkYh

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages