ଯାଜପୁର(ଓଡ଼ିଶା ରିପୋର୍ଟର): ଭିଜିଲାନ୍ସ ଜାଲ୍ରେ ଧରା ପଡ଼ିଛନ୍ତି କିରାଣି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଯାଜପୁର ଧର୍ମଶାଳା ସବ୍ରେଜିଷ୍ଟ୍ରି ଅଫିସ୍ର କିରାଣି ରତ୍ନାକରଙ୍କ ଘରେ ରେଡ୍ କରିଛି ଭିଜିଲାନ୍ସ ଟିମ୍ ।
ରତ୍ନାକରଙ୍କ ଚହଟାସ୍ଥିତ ପୈତୃକ ଘର ସମେତ ୭ଟି ଅଞ୍ଚଳରେ ଚଢ଼ଉ ହୋଇଛି । ଚହଟା ଘରେ ଯାଞ୍ଚ ବେଳେ ରତ୍ନାକରଙ୍କ ଘରୁ ନଗଦ ୮ ଲକ୍ଷ ଟଙ୍କା ଜବତ ହେବା ସହ ସୁନା ରୁପା ଅଳଙ୍କାର ଭିଜିଲାନ୍ସ ହାତରେ ଲାଗିଛି । ଏହାର ଯାଞ୍ଚ ଏବେ କରୁଛି ଭିଜିଲାନ୍ସ ଟିମ୍ ।
The post କିରାଣିଙ୍କ ଘରେ ଭିଜିଲାନ୍ସ ରେଡ; ନଗଦ ୮ ଲକ୍ଷ ସହ ମିଳିଲା ସୁନା ରୂପା appeared first on Odisha Reporter.
from Odisha Reporter https://ift.tt/32AyvnT
No comments:
Post a Comment