ପାଟଣାଗଡ଼(ଓଡ଼ିଶା ରିପୋର୍ଟର): ପାଟଣାଗଡ଼ ସଅଁରାପଡ଼ା ଗାଁରେ ଘର ଭିତରେ ଗୋଟିଏ ପରିବାରର ୬ ଜଣଙ୍କ ମୃତଦେହ ପଡ଼ିଥିବା ସନ୍ଦେହ କରାଯାଉଛି। ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ସାଇଣ୍ଟିଫିକ ଟିମକୁ ଡକାଯାଇଥିବା କହିଛନ୍ତି ପାଟଣାଗଡ଼ ଥାନା ଆଇଆଇସି ପ୍ରିୟଙ୍କା ରାଉତରାୟ।
ଘର ଭିତରେ କମ୍ବଳ ଘୋଡ଼ା ଅବସ୍ଥାରେ କିଛି ଲୋକ ରହିଛନ୍ତି। ସାଇଣ୍ଟିଫିକ ଟିମ ଆସିଲେ ମୃତ କି ଜୀବିତ ଜଣାପଡ଼ିବ।
The post ଘର ଭିତରେ ପଡ଼ିଛି ୬ ଜଣଙ୍କ ମୃତଦେହ! କାରଣ ଅସ୍ପଷ୍ଟ appeared first on Odisha Reporter.
from Odisha Reporter https://ift.tt/2Ipp0ky
No comments:
Post a Comment