୪ ବାର୍ ସିଲ୍‌, ୭୨ ଗ୍ରାହକଙ୍କଠୁ ୨୮ ହଜାର ଜୋରିମାନା ଆଦାୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 12, 2020

୪ ବାର୍ ସିଲ୍‌, ୭୨ ଗ୍ରାହକଙ୍କଠୁ ୨୮ ହଜାର ଜୋରିମାନା ଆଦାୟ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କୋଭିଡ୍ ଗାଇଡ୍ ଲାଇନ୍ ଉଲ୍ଲଙ୍ଘନ ଅଭିଯୋଗରେ ରାଜଧାନୀ ଭୁବନେଶ୍ୱରରେ ୪ଟି ବାର୍‌କୁ ସିଲ୍ କରିଛି କମିଶନରେଟ୍ ପୁଲିସ୍। ଏଥିସହ ୭୨ ଜଣ ଗ୍ରାହକଙ୍କ ଠାରୁ ପୁଲିସ୍ ୨୮ ହଜାର ଟଙ୍କା ଜୋରିମାନା ଆଦାୟ କରିଛି।

କୋଭିଡ୍ ଗାଇଡ୍ ଲାଇନ୍ ଉଲ୍ଲଂଘନ ଅଭିଯୋଗରେ ଗତକାଲି ରାଜଧାନୀର ବିଭିନ୍ନ ବାର୍‌ରେ ପୁଲିସ୍ ପକ୍ଷରୁ ଚଢ଼ାଉ କରାଯାଇଥିଲା। ବଡ଼ଗଡ଼, ବାଲିଅନ୍ତା ଓ ଲକ୍ଷ୍ମୀସାଗର ଅଞ୍ଚଳରେ ୧୦ଟି ବାର୍ ଉପରେ ହୋଇଛି ଚଢ଼ାଉ କରାଯାଇଥିଲା। ସେହିପରି ଖାରବେଳନଗର ଓ କ୍ୟାପିଟାଲ ଥାନା ଅଞ୍ଚଳରେ ୬ଟି ବାର୍ ଉପରେ ଚଢ଼ାଉ କରିଥିଲା କମିଶନରେଟ୍ ପୁଲିସ୍।

The post ୪ ବାର୍ ସିଲ୍‌, ୭୨ ଗ୍ରାହକଙ୍କଠୁ ୨୮ ହଜାର ଜୋରିମାନା ଆଦାୟ appeared first on Odisha Reporter.



from Odisha Reporter https://ift.tt/2Kokvak

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages