ଚଳିତ ବର୍ଷ ପ୍ରଥମ: ବଢ଼ିଲା ତେଲ ଦର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 5, 2021

ଚଳିତ ବର୍ଷ ପ୍ରଥମ: ବଢ଼ିଲା ତେଲ ଦର

ନୂଆଦିଲ୍ଲୀ: ପେଟ୍ରୋଲ ଓ ଡିଜେଲ ମୂଲ୍ୟ ସମସ୍ତଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। କାରଣ ବଜାରରେ ବିକ୍ରି ହେଉଥିବା ସାମଗ୍ରୀର ଦରଦାମ ମଧ୍ୟ ତେଲ ଦର ଅନୁସାରେ କମ୍ ବେଶୀ ହୋଇଥାଏ। ତେଣୁ ତେଲ ଦର ଉପରେ ସମସ୍ତଙ୍କର ନଜର ରହିବା ସ୍ୱାଭାବିକ। ତେବେ ୨୯ ଦିନ ପରେ  ପେଟ୍ରୋଲ ଓ ଡିଜେଲ ଦର ବଢ଼ିଥିବା ସୂଚନା ରହିଛି। ପେଟ୍ରୋଲ ଲିଟର ପିଛା ୨୪ରୁ ୨୬ ପଇସା ବଢ଼ିଥିବା ବେଳେ ଡିଜେଲ ଦାମ ୨୫ରୁ ୨୭ ପଇସା ବଢ଼ିଛି। ଚଳିତ ବର୍ଷ ପ୍ରଥମ ଥର ପାଇଁ ତେଲ ଦର ବଢ଼ିଥିବା ସୂଚନା ରହିଛି।

ତେଲ କମ୍ପାନୀ ଇଣ୍ଡିଆନ୍ ଓଏଲର ଓ୍ୱେବସାଇଟ୍ ଅନୁୟାୟୀ ବୁଧବାର ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ବଢ଼ିବା ପରେ ୮୩ ଟଙ୍କା ୯୭ ପଇସା ହୋଇଥିବା ବେଳେ ଡିଜେଲ ଦର ୭୪ ଟଙ୍କା ୧୨ ପଇସା ହୋଇଛି। ସେହିପରି ଭୁବନେଶ୍ୱରରେ ପେଟ୍ରୋଲ ୮୪ ଟଙ୍କା ୬୧ ପଇସା ହୋଇଥିବା ବେଳେ ଡିଜେଲ ଦାମ ୮୦ ଟଙ୍କା ୭୪ ପଇସା ହୋଇଛି। ନୋଏଡାରେ ପେଟ୍ରୋଲ ୮୩.୮୮ ପଇସା ହୋଇଥିବା ବେଳେ ଡିଜେଲ ଦର ୭୪.୫୫ ପଇସା ରହିଛି।

The post ଚଳିତ ବର୍ଷ ପ୍ରଥମ: ବଢ଼ିଲା ତେଲ ଦର appeared first on Odisha Reporter.



from Odisha Reporter https://ift.tt/2LtKBJW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages