ଡାକ୍ତରଙ୍କ ଘର ସାମ୍ନାରେ ବାଘ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 7, 2021

ଡାକ୍ତରଙ୍କ ଘର ସାମ୍ନାରେ ବାଘ

ବେଙ୍ଗାଲୁରୁ: ଘର ସାମ୍ନାରେ ବାଘ। କର୍ଣ୍ଣାଟକର ଚାମରାଜନଗର ମେଡିକାଲ କଲେଜର ଡାକ୍ତରଙ୍କ କ୍ୱାର୍ଟର୍ସ ସାମ୍ନାରେ କଲରାପତରିଆ ବାଘ ଦେଖିବାକୁ ମିଳିଛି। ଯାହାର ଭିଡିଓ ଫୁଟେଜ ସିସିଟିଭିରେ କଏଦ ହୋଇଛି। ରାତି ପ୍ରାୟ ୯ଟା ୩୦ ବେଳେ କଲରାପତରିଆ ବାଘଟି ଡାକ୍ତରଙ୍କ ଘର ବାରାଣ୍ଡାରେ ବୁଲୁଥିଲା। ପରେ ଘର ମଝିରେ ଥିବା ବାରଣ୍ଡାରେ ବାଘଟି ଏଣେତେଣେ ଦୌଡ଼ୁଥିବା ଦେଖିବାକୁ ମିଳିଛି।

ହସ୍ପିଟାଲ କର୍ତ୍ତୃପକ୍ଷ ହସ୍ପିଟାଲ ମୁଖ୍ୟ ବିଲ୍ଡିଂ ଚାମରାଜନଗର ଟାଉନ ଠାରୁ ୮ କିଲୋମିଟର ଦୂରରେ ଥିବାରୁ ଭୟଭୀତ ନ ହେବା ପାଇଁ ହସ୍ପିଟାଲକୁ ଆସୁଥିବା ରୋଗୀଙ୍କୁ କହିଛନ୍ତି।

The post ଡାକ୍ତରଙ୍କ ଘର ସାମ୍ନାରେ ବାଘ appeared first on Odisha Reporter.



from Odisha Reporter https://ift.tt/3njwMuI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages