ବଞ୍ଚି ଥାଉଥାଉ ଶୁଦ୍ଧିକ୍ରିୟା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 28, 2021

ବଞ୍ଚି ଥାଉଥାଉ ଶୁଦ୍ଧିକ୍ରିୟା

ରୋଗର ଯନ୍ତ୍ରଣାଠୁ ବଳି ଯାଉଛି ଲୋକଙ୍କ ଯାତନା। ଦେହରେ ପୋକ ହୋଇଯିବା ପରେ ବଞ୍ଚି ଥାଉ ଥାଉ ଗାଁ ଲୋକଙ୍କ ଚାପରେ ଏକ ୯ ବର୍ଷ ପୁଅକୁ ଶୁଦ୍ଧି ହେଲେ ବାପା ସମେତ ପରିବାର ଲୋକ। ଏପରିକି ଦିନ ମଜୁରିଆ ବାପା ଧାରକରଜ କରି ପୁଅକୁ ଲଣ୍ଡା କରିବା ସହ, ଭୋଜିଭାତ କରି ଗାଁ ଲୋକଙ୍କୁ ଖାଇବାକୁ ମଧ୍ୟ ଦେଲେ। ଏପରି ଅସ୍ୱାଭାବିକ ଘଟଣା ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଳକ୍ ଗାୟାଗଣ୍ଡା ପଞ୍ଚାୟତ ବାଘୁଆ ଗାଁରେ ଘଟିଯାଇଛି।

The post ବଞ୍ଚି ଥାଉଥାଉ ଶୁଦ୍ଧିକ୍ରିୟା appeared first on Odisha Reporter.



from Odisha Reporter https://ift.tt/3chlGV6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages