IIM ଶିଳାନ୍ୟାସ ଉତ୍ସବରେ ଧର୍ମେନ୍ଦ୍ରଙ୍କୁ ପ୍ରଶଂସା: କହିଲେ-ବିକାଶ ପାଇଁ ଦରକାର ଲଙ୍ଗଟର୍ମ ପଲିସି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, January 1, 2021

IIM ଶିଳାନ୍ୟାସ ଉତ୍ସବରେ ଧର୍ମେନ୍ଦ୍ରଙ୍କୁ ପ୍ରଶଂସା: କହିଲେ-ବିକାଶ ପାଇଁ ଦରକାର ଲଙ୍ଗଟର୍ମ ପଲିସି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ‘ଆଇଆଇଏମ୍‌ ସମ୍ବଲପୁର’ର ନିଜସ୍ୱ କ୍ୟାମ୍ପସର ଶିଳାନ୍ୟାସ ହୋଇଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭର୍ଚୁଆଲ ମୋଡରେ ଉପସ୍ଥିତ ରହି ଏହାର ଶିଳାନ୍ୟାସ କରିଛନ୍ତି । ଏହି ଅବସରରେ ସେ କ’ଣ କହିଛନ୍ତି, ଚୁମ୍ବକରେ ଜାଣନ୍ତୁ..

  • ଓଡ଼ିଶାବାସୀଙ୍କୁ ନୂଆ ବର୍ଷର ଜୁହାର ଜଣାଇଲେ ପ୍ରଧାନମନ୍ତ୍ରୀ
  • କୋଭିଡ ସଙ୍କଟ ସତ୍ତ୍ୱେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ମିଳିଛି
  • ଗତ ବର୍ଷ ତୁଳନାରେ ଅନେକ କ୍ଷେତ୍ରରେ ବେଶୀ ସଫଳତା ମିଳିଛି
  • ସମ୍ବଲପୁର IIM ପ୍ରତିଷ୍ଠା ଦ୍ୱାରା ଶିକ୍ଷାର ହବ୍ ହେବାକୁ ଯାଉଛି
  • ହୀରାକୁଦର ଗୌରବ ଓ ବୀର ସୁରେନ୍ଦ୍ର ସାଏଙ୍କୁ ମନେ ପକାଇଲେ
  • ସମ୍ବଲପୁରବାସୀଙ୍କୁ ଲୋକାଲକୁୁ ଭୋକାଲ ପାଇଁ ଆହ୍ୱାନ ଦେଲେ
  • ସମ୍ବଲପୁରୀ ଟେକ୍ସାଟାଇଲର ସାରା ବିଶ୍ୱରେ ଚାହିଦା ରହିଛି
  • ସମ୍ବଲପୁରରେ ସବୁକିଛି ଭରପୁର; ପର୍ଯ୍ୟଟନ ପାଇଁ ପ୍ରକୃଷ୍ଠ ସ୍ଥାନ
  • IIM ସ୍ଥାନୀୟ ଓ ଗ୍ଲୋବାଲ ଉତ୍ପାଦ ମଧ୍ୟରେ ବ୍ରିଜ ତିଆରି କରିବ
  • ଟେକ୍ନୋଲୋଜି ଆଜି ସବୁ ଭୌଗୋଳିକ ସମସ୍ୟାକୁ ଦୂର କରିପାରିଛି
  • ବିକାଶ ପାଇଁ ସର୍ଟ ଟର୍ମ ବଦଳରେ ଲଙ୍ଗ ଟର୍ମ ପଲିସି ଦରକାର
  • ୪୦ କୋଟି ଲୋକଙ୍କ ଏକସଙ୍ଗେ ଆକାଉଣ୍ଟ ଖୋଲିବା ସହଜ ନ ଥିଲା
  • ଶିଳାନ୍ୟାସ ଉତ୍ସବରେ ସଫଳ ଉଜ୍ଜ୍ୱଳା ଯୋଜନା ନେଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ରଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା
  • ଧର୍ମେନ୍ଦ୍ର ପ୍ରଧାନମନ୍ତ୍ରୀଙ୍କ ପାଇଁ ସରକାରଙ୍କ ଲକ୍ଷ୍ୟ ପୂରଣ ହୋଇଛି
  • ୨୦୧୪ରେ ୧୪ କୋଟି ଉପଭୋକ୍ତାଙ୍କ ପାଖରେ ଗ୍ୟାସ ସଂଯୋଗ ଥିଲା
  • ବର୍ତ୍ତମାନ ୨୮ କୋଟିି ଉପଭୋକ୍ତାଙ୍କ ପାଖରେ ଗ୍ୟାସ ସଂଯୋଗ
  • ଆମେ ୬ ବର୍ଷରେ ଆଉ ୧୪ କୋଟି ଗ୍ୟାସ ସଂଯୋଗ କରାଇଛୁ
  • ଯଦି ପୂର୍ବ ଧାରାରେ ଚାଲିଥାନ୍ତା ତା’ହେଲେ ଶତାଦ୍ଦୀ ସରିଯାଇ ଥ’ନ୍ତା
  • ବଟଲିଂ ପ୍ଲାଣ୍ଟ, ପାଇପଲାଇନ, ଇମ୍ପୋର୍ଟ ଟର୍ମିନାଲ ବହୁତ ହୋଇଛି

 

 

The post IIM ଶିଳାନ୍ୟାସ ଉତ୍ସବରେ ଧର୍ମେନ୍ଦ୍ରଙ୍କୁ ପ୍ରଶଂସା: କହିଲେ-ବିକାଶ ପାଇଁ ଦରକାର ଲଙ୍ଗଟର୍ମ ପଲିସି appeared first on Odisha Reporter.



from Odisha Reporter https://ift.tt/2X2sKMv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages