ନିଜ ମାଟିରେ ଟିମ୍ ଇଣ୍ଡିଆ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ହାରିଲା କାହିଁକି। ଇଂଲଣ୍ଡର ଅପ୍ରତ୍ୟାଶିତ ପୁଣି ବୃହତ୍ ବିଜୟ ପଛରେ ଭାରତୀୟ ଦଳର ସଂଖ୍ୟାଧିକ ଦୁର୍ବଳ ପ୍ରଦର୍ଶନ ସହ ବିଶେଷଜ୍ଞ ଆଉ କେଉଁ କାରଣକୁ ଦାୟୀ କରୁଛନ୍ତି ଦେଖନ୍ତୁ ଏହି ଭିଡିଓରେ ।
The post ଭାରତ ହାରିଲା କାହିଁକି ? appeared first on Odisha Reporter.
from Odisha Reporter https://ift.tt/3d352sK
No comments:
Post a Comment