ପ୍ରତ୍ୟେକ ନାରୀ ପାଇଁ ସେ ପ୍ରେରଣା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 8, 2021

ପ୍ରତ୍ୟେକ ନାରୀ ପାଇଁ ସେ ପ୍ରେରଣା

ଏ ହେଉଛନ୍ତି ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଳକ ଅଞ୍ଚଳର ବନଲତା ଜେନା ଓ ତାଙ୍କ ସ୍ୱାମୀ ମନେ।ରଞ୍ଜନ ଜେନା । ବିବାହର କିଛି ଦିନ ସ୍ୱାମୀ ସ୍ତ୍ରୀଙ୍କ ଜୀବନ ବେଶ ହସଖୁସିରେ ଚାଲିଥିଲା । ୨୦୦୭ ମସିହାରେ ଏକ ଆକସ୍ମିକ ଦୁର୍ଘଟଣାରେ ଦୃଷ୍ଟିଶକ୍ତି ହରାଇ ବସିଲେ ମନେ।ରଞ୍ଜନ । ସ୍ୱଳ୍ପ ସମ୍ବଳରେ ସ୍ୱାମୀଙ୍କର ଚିକିତ୍ସା କିଭଳି କରିବେ ଭାବି ସର୍ବଶାନ୍ତ ହେ।ଇପଡ଼ିଥିଲେ ବନଲତା । ତଥାପି ନିଜର ମନେ।ବଳ ଦୃଢ଼ ଇଚ୍ଛାଶକ୍ତି ବଳରେ ସେ ଗେ।ଟିଏ ଚା ଦେ।କାନ କରି ଏବେ ପରିବାର ଚଳାଇ ଆସୁଛନ୍ତି ।

The post ପ୍ରତ୍ୟେକ ନାରୀ ପାଇଁ ସେ ପ୍ରେରଣା appeared first on Odisha Reporter.



from Odisha Reporter https://ift.tt/3elyhaN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages