ନିଆଳିରେ ପୁଣି ମାତିଲା ଅଜଣା ଜନ୍ତୁ, ଜାଣନ୍ତୁ କେତେ ମେଣ୍ଢା ମାରିଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, April 5, 2021

ନିଆଳିରେ ପୁଣି ମାତିଲା ଅଜଣା ଜନ୍ତୁ, ଜାଣନ୍ତୁ କେତେ ମେଣ୍ଢା ମାରିଲା

ନିଆଳି(ଓଡ଼ିଶା ରିପୋର୍ଟର)କଟକ ଜିଲ୍ଲା ନିଆଳି ଅଞ୍ଚଳରେ ପୁଣି ଫେରିଲା ଅଜଣା ଜନ୍ତୁ ଆତଙ୍କ।  ଗତ ଗୁରୁବାର ରାତିରେ ବାଘମାରା ଗ୍ରାମରେ ଅଜଣା ଜନ୍ତୁ ଆକ୍ରମଣରେ ୧୦ଟି ମେଣ୍ଢାଙ୍କ ମୃତ୍ୟୁ ହୋଇଥିବା ବେଳେ ୭ମେଣ୍ଢା ଗୁରୁତର ହୋଇଥିଲେ।  ତେବେ ଗତ କାଲି ରାତିରେ ପୁଣି ଅଜଣା ଜନ୍ତୁ ଆକ୍ରମଣରେ ୪ଟି ମେଣ୍ଢାଙ୍କ  ମୃତ୍ୟୁ  ହୋଇଥିବା ବେଳେ ୭ ଆହତ ହୋଇଛନ୍ତି।

ନିଆଳି ଅଞ୍ଚଳରେ ଆତଙ୍କ।

ନିଆଳି ବ୍ଲକ ତିହୁଡି ପଞ୍ଚାୟତ ବଘମରା ଗ୍ରାମର ବିରଞ୍ଚି ଦାସଙ୍କ ଗୁହାଳରେ ଲଗାତାର ଘଟି ଚାଲିଛି ଏଭଳି ଅଭାବନୀୟ ଘଟଣା। ଗତ ୨ ବର୍ଷ ତଳେ ଅଜଣା ଜନ୍ତୁ ଆକ୍ରମଣରେ ସହ ସହ ମେଣ୍ଢା ମରିଥିଲେ। ଅନେକ ଚାଷୀ ସର୍ବଶ୍ୱାନ୍ତ ହୋଇଥିଲେ। ଏବେ ପୁଣି ଅଜଣା ଜନ୍ତୁର ଆକ୍ରମଣ ଆରମ୍ଭ ହୋଇଥିବାରୁ ମେଣ୍ଢା ଚାଷୀଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଛି। ବନ ବିଭାଗ ଏହି ଘଟଣାକୁ ଖାମଖିଆଲି କରୁଥିବା ଲୋକେ ଅଭିଯୋଗ କରିଛନ୍ତି।

The post ନିଆଳିରେ ପୁଣି ମାତିଲା ଅଜଣା ଜନ୍ତୁ, ଜାଣନ୍ତୁ କେତେ ମେଣ୍ଢା ମାରିଲା appeared first on Odisha Reporter.



from Odisha Reporter https://ift.tt/3sOnNVT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages