ଟିକା ପାଇଁ ଧାଡ଼ିରେ ଆଧାର କାର୍ଡ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, June 21, 2021

ଟିକା ପାଇଁ ଧାଡ଼ିରେ ଆଧାର କାର୍ଡ

ଆଠଗଡ଼(ଓଡ଼ିଶା ରିପୋର୍ଟର): ଟିକା ପାଇଁ ଧାଡି ଧାଡ଼ି ହୋଇ ରହିଛି ଆଧାର କାର୍ଡ। ଗାଁ ଠୁ ସହର ସବୁଠି ଗତକାଲିଠାରୁ ଟିକାକରଣ ମହାଭିଯାନ ଚାଲିଥିବା ବେଳେ କଟକ ଜିଲ୍ଲା ଆଠଗଡର ଗୁରୁଡିଝାଟିଆ ସ୍ୱାସ୍ଥ୍ୟକେନ୍ଦ୍ରରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ। ଧାଡ଼ିରେ ଆଧାର କାର୍ଡ ରଖିଦେଇ ଲୋକେ ଏଣେତେଣେ ବୁଲୁଥିବା ଦେଖିବାକୁ ମିଳିଛି। ଟିକା ନେବା ପାଇଁ ଲୋକେ ବଡି ଭୋରରୁ ଆଧାର କାର୍ଡ ଲାଇନରେ ରଖିଛନ୍ତି।

ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶରେ ସାରା ଦେଶରେ କ୍ୟାମ୍ପେନ୍ ଭାକ୍ସିନେସନ୍ ଚାଲିଛି । ରାଜ୍ୟରେ ଦୈନିକ ୩ ଲକ୍ଷ ଟିକାକରଣ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ରାଜ୍ୟର ସମସ୍ତ ବ୍ଲକ, ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଲୋକମାନଙ୍କୁ ଟିକା ଯୋଗାଇ ଦିଆଯାଉଛି। ତେଣୁ ଲୋକମାନେ ଟିକା ନେବା ପାଇଁ ସକାଳୁ ସକାଳୁ ଆସି ନିଜର ଆଧାର କାର୍ଡ ରଖି ଅପେକ୍ଷା କରିଛନ୍ତି।

The post ଟିକା ପାଇଁ ଧାଡ଼ିରେ ଆଧାର କାର୍ଡ appeared first on Odisha Reporter.



from Odisha Reporter https://ift.tt/3iYVwtJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages