ପ୍ଲସ୍ ଟୁ ଆଡମିଟ କାର୍ଡ ପାଇଁ ଏସ୍ଓପି ଜାରି , ଜାଣନ୍ତୁ, କିପରି କରିବେ ଡାଉନଲୋଡ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, June 22, 2021

ପ୍ଲସ୍ ଟୁ ଆଡମିଟ କାର୍ଡ ପାଇଁ ଏସ୍ଓପି ଜାରି , ଜାଣନ୍ତୁ, କିପରି କରିବେ ଡାଉନଲୋଡ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଯୁକ୍ତ ଦୁଇ ପ୍ରାକ୍ଟିକାଲ ରେକର୍ଡ ସଂଗ୍ରହ ଓ ଆଡମିଟ କାର୍ଡ ପ୍ରଦାନ ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଜାରି ହୋଇଛି ଏସ୍ଓପି । ଆସନ୍ତା ୨୫ ତାରିଖରୁ SAMS ୱେବସାଇଟରୁ ଛାତ୍ରଛାତ୍ରୀମାନେ ଆଡମିଟ୍ କାର୍ଡ ଡାଉନ୍‌ଲୋଡ କରିପାରିବେ । ଯଦି କରିନପାରିବେ, ନିଜ ନିଜ କଲେଜରୁ ସଂଗ୍ରହ କରିବେ । ଏହି ସମୟରେ ଏସ୍ଓପି ମାନିବାକୁ ପଡ଼ିବ।

ତେବେ ଯଥାସମ୍ଭବ ସାମ୍ସ ୱେବସାଇଟ୍‌ରୁ ଆଡମିଟ କାର୍ଡ ଡାଉନ୍‌ଲୋଡ କରିବା ପାଇଁ ପରାମର୍ଶ ଦିଆଯାଇଛି । ପ୍ରାକ୍ଟିକାଲ ରେକର୍ଡ ବା ପ୍ରୋଜେକ୍ଟ ରେକର୍ଡ ଦାଖଲ ବେଳେ ମଧ୍ୟ ଏସ୍ଓପି ମାନି କଲେଜ ଯିବେ ଛାତ୍ରଛାତ୍ରୀ  । ନିଜେ ନ ଯାଇ ପାରିଲେ ନିଜର ଆଇକାର୍ଡ ସହ ଅନ୍ୟ ଦ୍ୱାରା ପଠାଇ ପାରିବେ । ଆଡମିଟ୍ କାର୍ଡ ସଂଗ୍ରହ ଓ ପ୍ରାକ୍ଟିକାଲ ରେକର୍ଡ ଦାଖଲ ବେଳେ କୋଭିଡ ନିୟମ ମାନିବା ଜରୁରୀ ବୋଲି CHSE ପକ୍ଷରୁ କୁହାଯାଇଛି ।

The post ପ୍ଲସ୍ ଟୁ ଆଡମିଟ କାର୍ଡ ପାଇଁ ଏସ୍ଓପି ଜାରି , ଜାଣନ୍ତୁ, କିପରି କରିବେ ଡାଉନଲୋଡ appeared first on Odisha Reporter.



from Odisha Reporter https://ift.tt/35IsQxa

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages