୨୭ ଜୁଲାଇ, ମଙ୍ଗଳବାର: ବଡ଼ପଣିଆ ଦେଖାଇଲେ ମନ୍ଦ ଫଳ ଭୋଗିବାକୁ ପଡ଼ିପାରେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, July 26, 2021

୨୭ ଜୁଲାଇ, ମଙ୍ଗଳବାର: ବଡ଼ପଣିଆ ଦେଖାଇଲେ ମନ୍ଦ ଫଳ ଭୋଗିବାକୁ ପଡ଼ିପାରେ

ମେଷ: ଶତ୍ରୁମାନେ ସାମ୍ନାକୁ ଆସିବେ ନାହିଁ। ଶୁଭ ସୂଚନା ମିଳିବ। କିଛି ନୂତନ କାମ ଆରମ୍ଭ କରିପାରନ୍ତି।

ବୃଷ: ପୂର୍ବରୁ କରିଥିବା କାର୍ଯ୍ୟ ପାଇଁ ପ୍ରଶଂସିତ ହେବେ। ପୁରାତନ ରୋଗରୁ ଉପଶମ ମିଳିବ। ପରିବହନ ବ୍ୟବସାୟରେ ଭଲ ଲାଭ ମିଳିବ।

ମିଥୁନ: କୌଣସି କାମ ଅଟକିବ ନାହିଁ। କଠିନ ପରିଶ୍ରମ କରିବାକୁ ପଡ଼ିବ। ଦୂର ସ୍ଥାନକୁ ଯାତ୍ରା ନକଲେ ଭଲ।

କର୍କଟ: ପଢ଼ାପଢ଼ିରେ ମନ ଦେବେ। ବ୍ୟବସାୟରେ ଭଲ ଲାଭ ମିଳିବ। ବନ୍ଧୁଙ୍କୁ ଦେଇଥିବା ପ୍ରତିଶ୍ରୁତି ରକ୍ଷା କରିବେ।

ସିଂହ: ସରକାରୀ କାମରେ ସଫଳତା ମିଳିବ। ଅର୍ଥ ସଂପର୍କିତ କିଛି ଚୁକ୍ତି କରିପାରନ୍ତି।

କନ୍ୟା: ସମାଜରେ ମାନସମ୍ମାନ ବଢ଼ିବ। ପାରିବାରିକ ସମସ୍ୟାର ସମାଧାନ ହୋଇଯିବ।

ତୁଳା: କ୍ରୋଧକୁ ନିୟନ୍ତ୍ରଣରେ ରଖନ୍ତୁ। ପରିବାରରେ ହସଖୁସିର ବାତାବରଣ ରହିବ। କର୍ମକ୍ଷେତ୍ରରେ ଆଗକୁ ବଢ଼ିବାର ନୂଆ ସୁଯୋଗ ମିଳିପାରେ।

ବିଛା: ସ୍ୱାସ୍ଥ୍ୟ ଭଲ ରହିବ। ଦୀର୍ଘ ଦିନର କିଛି ଆଶା ପୂରଣ ହୋଇପାରେ। ବ୍ୟବସାୟ ବଢ଼ାଇବାକୁ ଯୋଜନା କରିବେ।

ଧନୁ: ସାମାଜିକ ପତିଆରା ବଳବତ୍ତର ରହିବ। ଧନସମ୍ପତ୍ତି ବୃଦ୍ଧି ହେବ। ଜମି ବା ଘର ଆଦି କିଣିବା ପାଇଁ ସୁଯୋଗ ଆସିପାରେ।

ମକର: କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ତରବରିଆ ହୋଇ କୌଣସି କାର୍ଯ୍ୟ କରନ୍ତୁ ନାହିଁ। ଖର୍ଚ୍ଚ ବଢ଼ିପାରେ।

କୁମ୍ଭ: ସହକର୍ମୀମାନଙ୍କ ସହିତ ଥିବା ମତଭେଦ ଦୂର ହେବ। ଧନପ୍ରାପ୍ତି ହେବ। ଆତ୍ମବିଶ୍ୱାସ ବୃଦ୍ଧି ପାଇବ।

ମୀନ: କର୍ମକ୍ଷେତ୍ରରେ ନୂଆ ଦାୟିତ୍ୱ ମିଳିପାରେ। ବଡ଼ପଣିଆ ଦେଖାଇଲେ ମନ୍ଦ ଫଳ ଭୋଗିବାକୁ ପଡ଼ିପାରେ।

The post ୨୭ ଜୁଲାଇ, ମଙ୍ଗଳବାର: ବଡ଼ପଣିଆ ଦେଖାଇଲେ ମନ୍ଦ ଫଳ ଭୋଗିବାକୁ ପଡ଼ିପାରେ appeared first on Odisha Reporter.



from Odisha Reporter https://ift.tt/3x7U3ES

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages