୨୩ ଅଗଷ୍ଟ, ସୋମବାର: ସବୁଥିରେ ସଫଳତା ମିଳିବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 22, 2021

୨୩ ଅଗଷ୍ଟ, ସୋମବାର: ସବୁଥିରେ ସଫଳତା ମିଳିବ

ମେଷ: ଲକ୍ଷ୍ୟସ୍ଥଳରେ ପହଞ୍ଚିବେ। କୌଣସି ନୂତନ କାମ କରିବାକୁ ଚାହୁଁଥିଲେ ଅବଶ୍ୟ କରିପାରିବେ। ଆୟ ବୃଦ୍ଧି ପାଇବ।

ବୃଷ: କର୍ମକୁ ଅଧିକ ଗୁରୁତ୍ୱ ଦେବେ। ବନ୍ଧୁଙ୍କ ସହଯୋଗରେ କେତେକ ସମସ୍ୟାର ସମାଧାନ ହୋଇଯିବ। କୌଣସି ବିଶିଷ୍ଟ ବ୍ୟକ୍ତିଙ୍କ ସହିତ ସମୟ ବିତାଇବେ।

ମିଥୁନ: ଯେକୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପରିବାର ସହ ଆଲୋଚନା କରିବା ଉଚିତ। କର୍ମକ୍ଷେତ୍ରରେ ଦାୟିତ୍ୱ ବଢ଼ିବ।

କର୍କଟ: ପରିବାରରେ ସବୁ କିଛି ଠିକ୍‌ଠାକ୍ ରହିବ। ବ୍ୟବସାୟରେ ସୁଧାର ଆସିବାରୁ ମନ ବହୁତ ଖୁସି ରହିବ।

ସିଂହ: ମାନସିକ ଶାନ୍ତି ଲାଭ କରିବେ। ଅଳ୍ପ ପରିଶ୍ରମରେ ବହୁତ ଧନ ଲାଭ ହେବ। ସବୁଥିରେ ସଫଳତା ମିଳିବ।

କନ୍ୟା: ଶତ୍ରୁମାନେ ସାମ୍ନାକୁ ଆସିବାକୁ ସାହସ କରିବେ ନାହିଁ। ଉଚ୍ଚ ଆଶା ନେଇ ଆଗେଇ ଚାଲିବେ। ଅଫିସ୍‌ରେ ଉଚ୍ଚ ଅଧିକାରୀଙ୍କ ସହଯୋଗ ମିଳିବ।

ତୁଳା: ସନ୍ତାନଙ୍କର ଉନ୍ନତିରେ ଖୁସି ହେବେ। ଜମିବାଡ଼ି ବିବାଦର ସମାଧାନ ହୋଇପାରେ। ଉଧାର ଦେଇଥିବା ଟଙ୍କା ମିଳିଯିବ।

ବିଛା: ଶତ୍ରୁମାନେ କିଛି କ୍ଷତି ଘଟାଇପାରିବେ ନାହିଁ। ଧନ ପ୍ରାପ୍ତି ହେବ। ସମ୍ମାନ ପ୍ରାପ୍ତି ହେବ।

ଧନୁ: ସୁସମ୍ବାଦ ଶୁଣିବେ। ଆର୍ଥିକ ସଙ୍କଟ ଦୂରେଇ ଯିବ। ସ୍ୱାସ୍ଥ୍ୟାବସ୍ଥାରେ ପରିବର୍ତ୍ତନ ହେତୁ ମନ ପ୍ରସନ୍ନ ରହିବ।

ମକର: ଶତୃମାନେ ଆପଣଙ୍କ ସାମ୍ନା କରିପାରିବେ ନାହିଁ। କିଛି ନୂଆ ଦାମୀ ଜିନିଷ ମିଳିପାରେ। ଲୋକମାନେ ଆପଣଙ୍କ କଥା ଓ ଯୋଗ୍ୟତାରେ ପ୍ରଭାବିତ ହେବେ।

କୁମ୍ଭ: ବୁଦ୍ଧି ପ୍ରୟୋଗ କରି ନିଜ କାର୍ଯ୍ୟ ହାସଲ କରିବେ। ପରିବାରରେ ଶାନ୍ତି ବଜାୟ ରହିବ। ଶୁଭ ସମାଚାର ମିଳିପାରେ।

ମୀନ: ନିଜର ଯୋଗ୍ୟତା ଓ କ୍ଷମତାରୁ ବହୁତ ଲାଭ ପାଇବେ। ମନ ଖୁସି ରହିବ। ଯାନବାହନ ସମ୍ବନ୍ଧୀୟ ସମସ୍ୟା ଦେଖା ଦେଇପାରେ।

The post ୨୩ ଅଗଷ୍ଟ, ସୋମବାର: ସବୁଥିରେ ସଫଳତା ମିଳିବ appeared first on Odisha Reporter.



from Odisha Reporter https://ift.tt/3zaMGyg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages