ହାତରେ ମାତ୍ର 80ଟଙ୍କା ଧରି ଦିନେ ବ୍ୟବସାୟ ଆରମ୍ଭ କରିଥିଲେ, ଆଉ ଆଜି ତାହା ପହଞ୍ଚିଛି 1800 କୋଟିରେ । କେବଳ ସେତିକି ନୁହେଁ , 46ହଜାରରୁ ଅଧିକ ମହିଳାଙ୍କୁ ବି ସେ ରୋଜଗାର ଯୋଗାଇଛନ୍ତି । ଏ କାହାଣୀ ହେଉଛି ଜଶବନ୍ତିବେନ୍ ଯମୁନାଦାସ ପୋପଟଙ୍କ କାହାଣୀ, ଯିଏ ଆଜି ପଦ୍ମଶ୍ରୀ ପୁରସ୍କାର ପାଇପାରିଛନ୍ତି ।
The post 80 ଟଙ୍କାରୁ 1800 କୋଟିର ଯାତ୍ରା… appeared first on Odisha Reporter.
from Odisha Reporter https://ift.tt/3c6CYmw
No comments:
Post a Comment