୧୯ ଜାନୁଆରୀ, ବୁଧବାର: ମହିଳାମାନେ ଚିନ୍ତିତ ରହିବେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 18, 2022

୧୯ ଜାନୁଆରୀ, ବୁଧବାର: ମହିଳାମାନେ ଚିନ୍ତିତ ରହିବେ

ମେଷ: ବିଭିନ୍ନ କାରଣରୁ ମାନସିକ ଅଶାନ୍ତି ଦେଖାଦେବ। ଶାରୀରିକ ଅସୁସ୍ଥତା ଅନୁଭବ କରିବେ । ମହିଳାମାନେ ଚିନ୍ତିତ ରହିବେ ।

ବୃଷ: ବ୍ୟବସାୟ ବାଣିଜ୍ୟରେ ଆଶାରୁ ଅଧିକ ଲାଭ ପାଇବେ । ନୂତନ ମୂଲ୍ୟବାନ ଦ୍ରବ୍ୟ କ୍ରୟ କରିପାରନ୍ତି । ବିଭିନ୍ନ ସମସ୍ୟାର ସମାଧାନ ହୋଇଯିବ ।

ମିଥୁନ: କର୍ମକ୍ଷେତ୍ରରେ ଉନ୍ନତି ହେବ । ବ୍ୟବସାୟ ବାଣିଜ୍ୟରେ ଲାଭବାନ ହେବେ । ନୂତନ ଆୟପନ୍ଥା ମିଳିବାର ସୁଯୋଗ ପାଇବେ ।

କର୍କଟ: କର୍ମକ୍ଷେତ୍ରରେ ବାଦବିବାଦ ଦେଖାଦେଇପାରେ, ସେଥିପାଇଁ ମନ ଅଶାନ୍ତ ରହିବ । ପରିବାରରେ ଶାନ୍ତି ଦେଖାଦେବ ।ମହିଳାମାନେ ଧର୍ମ କାର୍ଯ୍ୟରେ ମନ ଦେବେ ।

ସିଂହ: ବ୍ୟବସାୟରେ ଲାଭବାନ ହେବେ । ନୂତନ ବାହାନ କ୍ରୟ କରିପାରନ୍ତି । ମହିଳାମାନେ ସୁଖି ହେବେ ।

କନ୍ୟା: କର୍ମକ୍ଷେତ୍ରରେ ଉନ୍ନତି ହେବ । ବ୍ୟବସାୟରେ ସଫଳତା ପାଇବେ । ଶାରିରୀକ ଅସୁସ୍ଥତା ଦୂର ହେବ।

ତୁଳା: କର୍ମକ୍ଷେତ୍ରରେ ମାନ ସମ୍ମାନ ପାଇବେ । ଅନେକ ସମସ୍ୟାର ସମାଧାନ ହୋଇଯିବ । ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ରହିବ ।

ବିଛା: କର୍ମକ୍ଷେତ୍ରରେ ବାଧାବିଘ୍ନ ଦେଖାଦେଇପାରେ, ସତର୍କ ରୁହନ୍ତୁ । ବାଦବିବାଦରେ ପଡିପାରନ୍ତି । ପାରିବାରିକ ଚିନ୍ତା ବୃଦ୍ଧି ପାଇବ ।

ଧନୁ: କର୍ମକ୍ଷେତ୍ରରେ ବାଦବିବାଦ ସୃଷ୍ଟି ହୋଇପାରେ । ଦୁର୍ଘଟଣାର ସମ୍ଭାବନା ଅଛି, ସାବଧାନ ରହିବେ । ପରିବାରରେ ଶାନ୍ତି ପାଇବେ ।

ମକର: ଆୟର ନୂତନ ପନ୍ଥା ମିଳିବ । କର୍ମକ୍ଷେତ୍ରରେ ପ୍ରଶଂସା ପାଇବେ । ପରିବାରରେ ସୁଖଶାନ୍ତିରେ ଦିନଟିକୁ ଅତିବାହିତ କରିବେ ।

କୁମ୍ଭ: କର୍ମକ୍ଷେତ୍ରରେ ବିଭିନ୍ନ ସମସ୍ୟାର ସମାଧାନ ହେବ।  ବନ୍ଧୁଙ୍କ ସହଯୋଗ ପ୍ରାପ୍ତ ହେବ । ଧର୍ମକାର୍ଯ୍ୟରେ ଯୋଗ ଦେବେ ।

ମୀନ: କର୍ମକ୍ଷେତ୍ରରେ ପଦୋନ୍ନତି ହୋଇପାରେ । ବ୍ୟବସାୟ ବାଣିଜ୍ୟରେ ଲାଭବାନ ହେବେ । ନୂତନ ଦ୍ରବ୍ୟ କ୍ରୟ କରିପାରନ୍ତି ।

The post ୧୯ ଜାନୁଆରୀ, ବୁଧବାର: ମହିଳାମାନେ ଚିନ୍ତିତ ରହିବେ appeared first on Odisha Reporter.



from Odisha Reporter https://ift.tt/3KlRkzt

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages