‘ଚିକେନ୍ ନଡ଼ିଆ ରସା’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 25, 2022

‘ଚିକେନ୍ ନଡ଼ିଆ ରସା’

ଆବଶ୍ୟକ ସାମଗ୍ରୀ: ଚିକେନ୍‌, ପିଆଜ, ଟମାଟୋ, କଞ୍ଚା ଲଙ୍କା, ଡାଲ୍‌ଚିନି, ଗୋଲ ମରିଚ, ତେଲ,  ଲଙ୍କା ଗୁଣ୍ଡ, ହଳଦି ଗୁଣ୍ଡ, ଲୁଣ, ତେଜପତ୍ର, ଅଦ, ରସୁଣ ପେଷ୍ଟ୍‌, ନଡ଼ିଆ ରସ ।

ପ୍ରସ୍ତୁତି ପ୍ରଣାଳୀ:   ପ୍ରଥମେ କରେଇରେ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ସେଥିରେ ଗୋଟା ଗୋଲ ମରିଚ, ତେଜପତ୍ର ଓ ଡାଲଚିନି ପକାନ୍ତୁ। ଏହା ସହିତ ସେଥିରେ କିଛି କଟା ପିଆଜ ଓ ଟମାଟୋ ପକାଇ ଭାଜନ୍ତୁ।

ପିଆଜ ଟିକେ ଲାଲ୍‌ ହୋଇଯିବା ପରେ ସେଥିରେ ଅଦା, ରସୁଣ ପେଷ୍ଟ, ଲଙ୍କା ଗୁଣ୍ଡ, ହଳଦି ଗୁଣ୍ଡ ଓ ସ୍ୱାଦ ଅନୁସାରେ ଲୁଣ ପକାଇ ମସଲାକୁ ଭଲ ଭାବେ କଷନ୍ତୁ। ମସଲା କଷି ହୋଇଯିବା ପରେ ସେଥିରେ ଚିକେନ୍‌ ପକାନ୍ତୁ।

ଚିକେନ୍‌ ଭଲ ଭାବେ କଷି ହୋଇଯିବା ପରେ ସେଥିରେ ନଡ଼ିଆ ରସ ପକାଇ ଗୋଳାଇ ଦିଅନ୍ତୁ। ପରେ ସେଥିରେ  ଅଳ୍ପ ପାଣି  ଦେଇ ଢାଙ୍କୁଣି ଢାଙ୍କି ଦିଅନ୍ତୁ। ୨୦ରୁ ୨୫ ମିନିଟ୍‌ ପରେ କରେଇକୁ ଗ୍ୟାସ୍‌ରୁ ଓହ୍ଲାଇ ଆଣନ୍ତୁ। ସେଥିରେ ଧନିଆ ପତ୍ରକୁ ପକାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ସୁଆଦିଆ ‘ଚିକେନ୍ ନଡ଼ିଆ ରସା’।

The post ‘ଚିକେନ୍ ନଡ଼ିଆ ରସା’ appeared first on Odisha Reporter.



from Odisha Reporter https://ift.tt/3G07OJZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages